ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଗୀତସଂହିତା 8:1

Notes

No Verse Added

ଗୀତସଂହିତା 8:1

1
ହେ ସଦାପ୍ରଭୁ, ଆମ୍ଭମାନଙ୍କର ପ୍ରଭୁ, ତୁମ୍ଭର ନାମ ପୃଥିବୀରେ ସବୁଠାରୁ ଆଶ୍ଚର୍ୟ୍ଯଜନକ ପ୍ରଶଂସାୟୁକ୍ତ। ତୁମ୍ଭର ନାମ ସ୍ବର୍ଗରେ ମଧ୍ଯ ପ୍ରଶଂସା ୟୋଗ୍ଯ ଅଟେ।
2
ତୁମ୍ଭେ ତୁମ୍ଭର ଶତ୍ରୁମାନଙ୍କର ମୁହଁ ବନ୍ଦ କରିବାକୁ ଶିଶୁ ପିଲାମାନଙ୍କ କଣ୍ଠରେ ଶକ୍ତିଶାଳୀ ଗୀତ ପ୍ରଦାନ କରିଅଛି।
3
ହେ ସଦାପ୍ରଭୁ ମାେ ଉପରେ ଥିବା ସ୍ବର୍ଗକୁ ଚାହିଁଲେ ତାହା ତୁମ୍ଭ ଅଙ୍ଗୁଳି ଦ୍ବାରା ନିର୍ମିତ ବୋଲି ଜଣାପଡ଼େ। ମୁଁ ସହେି ଆକାଶରେ ତୁମ୍ଭ ସୃଷ୍ଟି ଚନ୍ଦ୍ର ନକ୍ଷତ୍ରଗଣଙ୍କୁ ଦେଖେ ଆଶ୍ଚର୍ୟ୍ଯ ହୁଏ।
4
କାହିଁକି ତୁମ୍ଭେ ମନୁଷ୍ଯମାନଙ୍କୁ ଏତେ ପ୍ରାଧାନ୍ଯ ଦିଅ ? କାହିଁକି ତୁମ୍ଭେ ସମାନଙ୍କେର କ୍ଷତ ନିଅ ? କାହିଁକି ତୁମ୍ଭେ ସମାନଙ୍କେୁ ଏତେ ଦୃଷ୍ଟି ଦିଅ ?
5
କିନ୍ତୁ ଲୋକମାନେ ତୁମ୍ଭ ପାଇଁ ମହତ୍ବପୂର୍ଣ୍ଣ ପରମେଶ୍ବର ତୁମ୍ଭେ ଲୋକମାନଙ୍କୁ ସୃଷ୍ଟି କରିଛ ସମାନଙ୍କେୁ ଗୌରବ କୀର୍ତ୍ତିରେ ମୁକୁଟ ମଣ୍ଡିତ କରିଛ।
6
ତୁମ୍ଭେ ଆପଣା ହସ୍ତରେ ତିଆରି କରୁଥିବା ସମସ୍ତ ବସ୍ତୁରେ ସହେି ଲୋକମାନଙ୍କୁ ଅଧିଷ୍ଠିତ କରିଛ। ତୁମ୍ଭେ ସବୁ ସହେିମାନଙ୍କ ନିଯନ୍ତ୍ରଣରେ ଛାଡ଼ି ଦଇେଛ।
7
ଗୋରୁଗାଈ ସମସ୍ତ ବଣୁଆ ପଶୁଗଣ।
8
ଆକାଶର ଉଡ଼ୁଥିବା ପକ୍ଷୀମାନେ ସମୁଦ୍ରର ମାଛମାନେ ମଧ୍ଯ ଅଛନ୍ତି।
9
ହେ ସଦାପ୍ରଭୁ, ଆମ୍ଭମାନଙ୍କର ପ୍ରଭୁ, ଏହି ପୃଥିବୀରେ ତୁମ୍ଭର ନାମ ସବୁଠାରେ ମହିମାନ୍ବିତ।
×

Alert

×

oriya Letters Keypad References