ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଗୀତସଂହିତା 70:1

Notes

No Verse Added

ଗୀତସଂହିତା 70:1

1
ହେ ପରମେଶ୍ବର, ମାେତେ ରକ୍ଷା କର ! ହେ ପରମେଶ୍ବର, ମାେତେ ଶୀଘ୍ର ଉତ୍ତର କର !
2
ଲୋକମାନେ ମାେତେ ମାରିବା ପାଇଁ ଚେଷ୍ଟା କରୁଛନ୍ତି। ସମାନଙ୍କେୁ ନିରାଶ ଅପମାନିତ କର ! ଲୋକମାନେ ମାରେ କ୍ଷତି କରିବା ପାଇଁ ଚାହୁଁଛନ୍ତି। ମୁଁ ଆଶାକରେ ତାଙ୍କୁ ଲଜ୍ଜା ଦଇେ ବିଦାକର।
3
ଲୋକମାନେ ମାେତେ ପରିହାସ କରନ୍ତି। ସମାନେେ ସମାନଙ୍କେର ଲଜ୍ଜାର କାରଣ ପାଇଁ ଆସିପାରନ୍ତି।
4
ମୁଁ ଆଶାକରେ ଯେଉଁମାନେ ତୁମ୍ଭଙ୍କୁ ଅନ୍ବଷେଣ କରନ୍ତି, ସମାନେେ ବହୁତ ଉଲ୍ଲସିତ ଖୁସି ହୁଅନ୍ତି। ଯେଉଁମାନେ ତୁମ୍ଭର ପରିତ୍ରାଣକୁ ଆଶା କରନ୍ତି, ସର୍ବଦା କହିବେ, "ପରମେଶ୍ବର ମହାନ ଅଟନ୍ତି।"
5
ମୁଁ ଏକ ନିଃସହାୟ ଲୋକ। ହେ ପରମେଶ୍ବର, ଶୀଘ୍ର ମାେତେ ଉଦ୍ଧାର କର ! ହେ ପରମେଶ୍ବର !ତୁମ୍ଭେ ହିଁ କବଳେ ମାରେ ସହାୟ ରକ୍ଷା କର। ସଦାପ୍ରଭୁ ବିଳମ୍ବ କର ନାହିଁ।
×

Alert

×

oriya Letters Keypad References