ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଗୀତସଂହିତା 61:1

Notes

No Verse Added

ଗୀତସଂହିତା 61:1

1
ପରମେଶ୍ବର, ସାହାୟ୍ଯ ପାଇଁ ମାରେ କ୍ରନ୍ଦନ ଶୁଣ। ମାରେ ପ୍ରାର୍ଥନାରେ ମନୋୟୋଗ କର।
2
ମୁଁ ଯେତବେେଳେ ଭୟଭୀତ ହୁଏ, ପୃଥିବୀର ଶଷେ ପ୍ରାନ୍ତରୁ ମୁଁ ତୁମ୍ଭକୁ ଡାକେ। ତୁମ୍ଭେ ମାେତେ ଉଚ୍ଚସ୍ଥାନରେ ଥିବା ନିରାପଦ ସ୍ଥାନକୁ ନଇୟୋଅ।
3
ତୁମ୍ଭେ ମାରେ ନିରାପଦ ଆଶ୍ରଯସ୍ଥଳୀ! ମାରେ ଶତ୍ରୁମାନଙ୍କ କବଳରୁ ରକ୍ଷା କରୁଥିବା ତୁମ୍ଭେ ହିଁ ମାରେ ଉଚ୍ଚ ଦୁର୍ଗ।
4
ମୁଁ ଚିରଦିନ ତୁମ୍ଭ ତମ୍ବୁରେ ବାସ କରିବାକୁ ଚା ହେଁ। ମୁଁ ତୁମ୍ଭ ପକ୍ଷର ଛାଯାରେ ଆଶ୍ରଯ ନବେି।
5
ହେ ପରମେଶ୍ବର, ତୁମ୍ଭେ ଶୁଣିଛ ମୁଁ ତୁମ୍ଭକୁ କ'ଣ ଦବୋପାଇଁ ପ୍ରତିଜ୍ଞା କରିଛି। ଯେଉଁମାନେ ତୁମ୍ଭକୁ ସମ୍ମାନ କରନ୍ତି, ସମାନଙ୍କେୁ ସର୍ବଦା ତୁମ୍ଭେ ୟାହା ଦିଅ, ତାହା ତୁମ୍ଭେ ମାେତେ ଦଲେ।
6
ତୁମ୍ଭେ ରାଜାଙ୍କୁ ଦୀର୍ଘ ଜୀବନ ପ୍ରଦାନ କର। ତାଙ୍କୁ ଚିରଦିନ ପାଇଁ ବଞ୍ଚିବାକୁ ଦିଅ।
7
ସେ ପରମେଶ୍ବରଙ୍କ ଆଶୀର୍ବାଦରେ ଚିରଦିନ ବାସ କରିବେ। ଆପଣାର ସତ୍ଯତା ସ୍ନହପେୂର୍ଣ୍ଣ କରୁଣାନୁସାରେ ତାଙ୍କୁ ରକ୍ଷା କର।
8
ଏବଂ ମୁଁ ସର୍ବଦା ତୁମ୍ଭ ନାମର ପ୍ରଶଂସା ଗାନ କରିବି ପ୍ରେତ୍ୟକକ ଦିନ, ମୁଁ ମାରେ ପ୍ରତିଜ୍ଞା ପାଳନ କରିବି।
×

Alert

×

oriya Letters Keypad References