ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଗୀତସଂହିତା 20:1

Notes

No Verse Added

ଗୀତସଂହିତା 20:1

1
ତୁମ୍ଭେ ଯେତବେେଳେ ବିପଦରେ ପଡ଼ିଥାଅ, ସହେି ସଦାପଭ୍ରୁ ତୁମ୍ଭର ଡ଼ାକ ଶୁଣି ତୁମ୍ଭକୁ ସାହାୟ୍ଯ କରିବାକୁ ଆଗଇେ ଆସନ୍ତୁ। ୟାକୁବଙ୍କର ପରମେଶ୍ବର ତୁମ୍ଭକୁ ରକ୍ଷା କରନ୍ତୁ।
2
ପରମେଶ୍ବର ତାଙ୍କର ପବିତ୍ରସ୍ଥାନରୁ ତୁମ୍ଭକୁ ସାହାୟ୍ଯ ପଠାନ୍ତୁ। ସିୟୋନ ପର୍ବତରୁ ସେ ତୁମ୍ଭକୁ ସାହାୟ୍ଯ କରନ୍ତୁ।
3
ତୁମ୍ଭର ଉପହାର ସବୁ ୟାହା ତାଙ୍କ ଉଦ୍ଦେଶ୍ଯରେ ଅର୍ପିତ, ପରମେଶ୍ବର ତାକୁ ଗ୍ରହଣ କରନ୍ତୁ। ତୁମ୍ଭର ହାମବେଳୀକୁ ସେ ଗ୍ରହଣ କରନ୍ତୁ।
4
ତୁମ୍ଭେ ୟାହା ଚାହୁଁଛ, ପରମେଶ୍ବର ତୁମ୍ଭକୁ ତାହା ପ୍ରଦାନ କରନ୍ତୁ। ସେ ତୁମ୍ଭର ସକଳ ମନସ୍କାମନା ପୂରଣ କରନ୍ତୁ ତୁମ୍ଭର ସକଳ ଯୋଜନାକୁ ସଫଳ କରନ୍ତୁ।
5
ଆମ୍ଭେ ସମସ୍ତେ ଖୁସି ହବେୁ ଯେତବେେଳେ ପରମେଶ୍ବର ତୁମ୍ଭକୁ ସାହାୟ୍ଯ କରିବେ। ଆସ ସମସ୍ତେ ପରମେଶ୍ବରଙ୍କ ନାମର ଜଯଗାନ କରିବା। ୟାହା ତୁମ୍ଭେ ଚାହୁଁଛ, ସଦାପ୍ରଭୁ ତୁମ୍ଭର ସହେି ସକଳ କାମନା ପୂରଣ କରନ୍ତୁ।
6
ବର୍ତ୍ତମାନ ମୁଁ ଜାଣେ ସଦାପ୍ରଭୁ ତାଙ୍କ ଅଭିଷିକ୍ତ ରାଜାକୁ ସାହାୟ୍ଯ କରନ୍ତି। ପରମେଶ୍ବର ତାଙ୍କର ପବିତ୍ର ସ୍ବର୍ଗ ରାଜ୍ଯରେ ଥାଆନ୍ତି ତାଙ୍କ ଅଭିଷିକ୍ତ ରାଜାକୁ ଉତ୍ତର ଦିଅନ୍ତି। ସେ ତାଙ୍କର ମହାନ ଶକ୍ତିରେ ରାଜାଙ୍କୁ ତ୍ରାଣ କରନ୍ତି।
7
କେତକେ ଲୋକ ସମାନଙ୍କେ ରଥ ଉପରେ ବିଶ୍ବାସ ରଖନ୍ତି। ଅନ୍ୟ ଲୋକମାନେ ସମାନଙ୍କେ ସୈନିକଙ୍କ ଉପରେ ରଖନ୍ତି କିନ୍ତୁ ଆମ୍ଭେ ଆମ୍ଭର ସଦାପ୍ରଭୁ ପରମେଶ୍ବରଙ୍କର ନାମକୁ ଉଚ୍ଚସ୍ବରରେ ଡ଼ାକୁ।
8
ସହେି ଅନ୍ୟ ଲୋକମାନେ ପରାସ୍ତ ହାଇେ ୟୁଦ୍ଧ କ୍ଷେତ୍ରରେ ମୃତ୍ଯୁବରଣ କଲେ କିନ୍ତୁ ଆମ୍ଭେ ଜିତିଲୁ। ଆମ୍ଭେ ବିଜଯୀ ଦଳ।
9
ସଦାପ୍ରଭୁ ତାଙ୍କର ମନୋନୀତ ରାଜାଙ୍କୁ ଉଦ୍ଧାର କଲେ। କାରଣ ପରମେଶ୍ବରଙ୍କ ମନୋନୀତ ରାଜା ତାଙ୍କୁ ସାହାୟ୍ଯ ପାଇଁ ନିବଦେିନ କଲେ ପରମେଶ୍ବର ତାକୁ ଉଦ୍ଧାର ଦେଲେ।
×

Alert

×

oriya Letters Keypad References