ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଗୀତସଂହିତା 13:1

Notes

No Verse Added

ଗୀତସଂହିତା 13:1

1
ହେ ସଦାପ୍ରଭୁ, ମୁଁ ଗର୍ବୀ ବା ଅହଙ୍କାରୀ ନୁହେଁ। ମୁଁ ଗୁରୁତ୍ବପୂର୍ଣ୍ଣ ଜିନିଷ କରିବା ପାଇଁ ଚେଷ୍ଟା କରୁ ନାହିଁ। ମୁଁ ମହାନ୍ କାର୍ୟ୍ଯ କିଅବା ବହୁତ ଆଶ୍ଚର୍ୟ୍ଯ କାର୍ୟ୍ଯ କରିବା ପାଇଁ ଆଗ୍ରହୀ ହାଇେ ନାହିଁ।
2
ମୁଁ ଶାନ୍ତ ଅଟେ, ମାରେ ପ୍ରାଣ ଧୀର ଅଟେ।
3
ଏକ ଶିଶୁ ତା'ର ମା କୋଳରେ ଥିବାପରି ମୁଁ ପ୍ରାଣ ଶାନ୍ତ ସୁସ୍ଥିର ଅଟେ।
4
ହେ ଇଶ୍ରାୟେଲ, ବର୍ତ୍ତମାନ ଏବଂ ଅନନ୍ତକାଳ ପାଇଁ ସଦାପ୍ରଭୁଙ୍କଠାରେ ବିଶ୍ବାସ ରଖ।
×

Alert

×

oriya Letters Keypad References