15 |
ଏହାପରେ, ରାଜାଙ୍କ ନିକଟକୁ ୟିବାପାଇଁ ଏଷ୍ଟରର ପାଳି ପଡିଲା। ଏଷ୍ଟର ମର୍ଦ୍ଦଖଯଙ୍କ ପାଳିତ କନ୍ଯା ଥିଲା। ସେ ମର୍ଦ୍ଦଖଯର କକା ଅବିହଯିଲର କନ୍ଯା ଥିଲା। ହଗଯେ ରାଜାଙ୍କର ନଫୁସକ ଓ ସ୍ତ୍ରୀଲୋକମାନଙ୍କର ତତ୍ତ୍ବାବଧାରକ, ଯାହା କହିଥିଲେ, ତାହା ଛଡା ଏଷ୍ଟର ଆଉ କିଛି ମାଗିଲା ନାହିଁ। ସମସ୍ତେ ଯେଉଁମାନେ ହଗଯକେୁ ଦେଖିଲେ, ତା ପ୍ରତି ଅନୁକମ୍ପା କଲେ।
|