3 |
ଆଉ ମୁଁ ହନାନିକୁ ଓ ହନାନିଯକୁ କହିଲି, "ଦିନ ରେ ସୂର୍ୟ୍ଯ ପ୍ରଚଣ୍ତ ନ ହବୋ ପର୍ୟ୍ଯନ୍ତ ଯେପରି ଫାଟକ ନ ଖୋଲା ୟାଏ, ଆଉ ଲୋକମାନେ ପ୍ରହରୀ କର୍ମ ରେ ଠିଆ ହବୋ ବେଳେ ସୁର୍ୟ୍ଯାସ୍ତ ସମୟରେ ଦ୍ବାରସବୁ ବନ୍ଦ କରନ୍ତୁ। ପୁଣି ତୁମ୍ଭମାନେେ ୟିରୁଶାଲମ ନିବାସୀମାନଙ୍କୁ ପ୍ରହରୀ କରି ନିୟୁକ୍ତ କର। କେତକେ ପ୍ରହରୀ ସମାନଙ୍କେ ଶିବିର ରେ ଛିଡା ହୁଅନ୍ତୁ ଓ ଅନ୍ୟ ପ୍ରହରୀମାନେ ନିଜ ଗୃହ ରେ ସମ୍ମୁଖ ରେ ରହନ୍ତୁ।"
|