21 |
କାରଣ ପଥ ମଧିଅରେ ଶତୃ ବିରୁଦ୍ଧ ରେ ଆମ୍ଭମାନଙ୍କୁ ସାହାର୍ୟ୍ଯ କରିବା ପାଇଁ ରାଜାଙ୍କୁ ଏକଦଳ ସୈନ୍ଯ ଓ ଅଶ୍ବାରୋହୀ ମାଗିବାକୁ ମୁଁ ଲଜ୍ଜା ବୋଧ କଲି। ମୁଁ ରାଜାଙ୍କୁ ଏହି କଥା କହିଲି, ଯେଉଁମାନେ ଆମ୍ଭମାନଙ୍କ ପରମେଶ୍ବରଙ୍କୁ ଭରସା କରନ୍ତି, " ସମାନଙ୍କେର ମଙ୍ଗଳ ପାଇଁ ସମାନଙ୍କେ ପ୍ରତି ତାଙ୍କର ସହାୟତା ଅଛି। ମାତ୍ର ଯେଉଁମାନେ ତାହାଙ୍କୁ ପରିତ୍ଯାଗ କରନ୍ତି, ତାଙ୍କର ଶକ୍ତି ଓ କୋର୍ଧ ସମାନଙ୍କେର ବିରୁଦ୍ଧ ରେ ଥାଏ।"
|