1 |
ବହୁତ ଲୋକ ସହେି ଅଞ୍ଚଳ ରେ ବାସ କରୁଥିଲେ ଯେଉଁମାନେ କି ଯିହୁଦା ଓ ବିନ୍ଯାମୀନମାନଙ୍କୁ ବି ରୋଧ କରୁଥିଲେ। ସମାନେେ ଶୁଣିବାକୁ ପାଇଲେ ଯେ ନିର୍ବାସିତ ସନ୍ତାନଗଣ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ଏକ ମନ୍ଦିର ନିର୍ମାଣ କରୁଛନ୍ତି। ତେଣୁ ସହେି ଶତୃମାନେ ସରୁଦ୍ଦାନିଲ୍ ଓ ପିତୃବଂଶ ପ୍ରଧାନବର୍ଗମାନଙ୍କ ନିକଟକୁ ଆସିଲେ ଏବଂ ସମାନଙ୍କେୁ କହିଲେ, "ଆମ୍ଭମାନଙ୍କୁ ତୁମ୍ଭମାନଙ୍କ ସହିତ ନିର୍ମାଣ କରିବାକୁ ଦିଅ। କାରଣ ଆମ୍ଭମାନେେ ତୁମ୍ଭ ପରି ଅଟୁ। ଆମ୍ଭମାନେେ ତୁମ୍ଭମାନଙ୍କର ପରମେଶ୍ବରଙ୍କୁ ପ୍ରାର୍ଥନା କରୁ। ଏବଂ ସହେି ସମୟରୁ ଅଶୂରୀଯ ରାଜା ଏସର-ହଦ୍ଦୋନ୍, ଯେ ଆମ୍ଭମାନଙ୍କୁ ଏଠାକୁ ଆଣିଛନ୍ତି, ଆମ୍ଭମାନେେ ତାଙ୍କୁ ବଳିଦାନ କରୁଅଛୁ।"
|
3 |
ମାତ୍ର ସରୁଦ୍ଦାବିଲ ଓ ଯଶୂେଯ ଓ ଇଶ୍ରାୟେଲର ଅନ୍ୟ ପିତୃବଂଶ ପ୍ରଧାନମାନେ ସମାନଙ୍କେୁ କହିଲେ, "ଆମ୍ଭମାନଙ୍କ ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ମନ୍ଦିର ନିର୍ମାଣ କରିବା ବିଷଯ ରେ ଆମ୍ଭମାନଙ୍କ ସଙ୍ଗେ ତୁମ୍ଭମାନଙ୍କର କୌଣସି ସଂପର୍କ ନାହିଁ। ମାତ୍ର ଆମ୍ଭମାନଙ୍କ ପ୍ରତି ପାରସ୍ଯ ରାଜା କୋରସ ରାଜାଙ୍କ ଆଜ୍ଞା ପ୍ରମାଣେ ଆମ୍ଭମାନେେ ଆପେ ଏକତ୍ରୀତ ହାଇେ ଇଶ୍ରାୟେଲର ପରମେଶ୍ବର ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ମନ୍ଦିର ନିର୍ମାଣ କରୁଅଛୁ।"
|