1 |
ଏଜ୍ରା ପରମେଶ୍ବରଙ୍କ ଗୃହ ସମ୍ମୁଖ ରେ ପ୍ରାର୍ଥନା କରୁଥିଲେ ଓ ତାଙ୍କର ଦୋଷ ସ୍ବୀକାର କରୁଥିଲେ। ଏହି ସମୟରେ ସେ ପରମେଶ୍ବରଙ୍କ ମନ୍ଦିର ସମ୍ମୁଖ ରେ ନତମସ୍ତକ ହାଇେ କ୍ରନ୍ଦନ କରୁଥିଲେ। ଏଜ୍ରା ଏପରି କରୁଥିବା ସମୟରେ ଦଳେ ଲୋକ ଇଶ୍ରାୟେଲର ପୁରୁଷମାନେ, ସ୍ତ୍ରୀମାନେ ଓ ପିଲାମାନେ ତାଙ୍କ ଚତୁଃପାଶର୍ବ ରେ ଘରେି ରହିଥିଲେ। ସହେି ଇଶ୍ରାୟେଲୀୟମାନେ ମଧ୍ଯ ଅତିଶଯ କ୍ରନ୍ଦନ କରୁଥିଲେ।
|
14 |
ଏଣୁ ସମଗ୍ର ସମାଜ ନିମନ୍ତେ ଆମ୍ଭମାନଙ୍କ ଅଧିପତିମାନେ ନିୟୁକ୍ତ ହୁଅନ୍ତୁ। ଯେଉଁ ଲୋକମାନେ ଅଣ-ଇଶ୍ରାୟେଲୀୟ ସ୍ତ୍ରୀମାନଙ୍କୁ ବିବାହ କରିଛନ୍ତି, ସମାନେେ ସମସ୍ତେ ନିରୁପିତ ସମୟରେ ଆସନ୍ତୁ ଓ ସମାନଙ୍କେ ସଙ୍ଗେ ପ୍ରେତ୍ୟକକ ନଗରର ପ୍ରାଚୀନଗଣ ଓ ବିଗ୍ଭର କର୍ତ୍ତାଗଣ ଆସନ୍ତୁ। ଆମ୍ଭ ପରମେଶ୍ବରଙ୍କର କୋରଧ ଯେପର୍ୟ୍ଯନ୍ତ ଅତିକ୍ରମ ନ ହାଇେଛି ଏହି କାରଣ ଯୋଗୁଁ ଏହି ବିଷଯ ଗ୍ରହଣୀଯ ହବେ ନାହିଁ।"
|