3 |
ଇଶ୍ରାୟେଲର ଲୋକମାନଙ୍କୁ ଶିକ୍ଷା ଦେଉଥିବା ଓ ସଦାପ୍ରଭୁଙ୍କ ସବୋକାର୍ୟ୍ଯ ନିମନ୍ତେ ପବିତ୍ରୀକୃତ ହାଇେଥିବା ଲୋକମାନଙ୍କ ସହିତ ମଧ୍ଯ ଯୋଶିୟଯ କଥା ହେଲେ। ସେ ସହେି ଲବେୀୟମାନଙ୍କୁ କହିଲେ : "ଶଲୋମନ ଯେଉଁ ମନ୍ଦିର ନିର୍ମାଣ କରିଛନ୍ତି, ତା' ମଧିଅରେ ପବିତ୍ର ସିନ୍ଦୁକକୁ ରଖ। ଶଲୋମନ ଦାଉଦଙ୍କ ପୁତ୍ର ଥିଲେ। ଦାଉଦ ଇଶ୍ରାୟେଲର ରାଜା ଥିଲେ। ପୁନର୍ବାର ତୁମ୍ଭମାନଙ୍କ କାନ୍ଧ ରେ ବୋହି ପବିତ୍ର ସିନ୍ଦୁକକୁ ସ୍ଥାନକୁ ସ୍ଥାନ ନିଅ ନାହିଁ। ବର୍ତ୍ତମାନ ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ବରଙ୍କର ସବୋ କର। ପରମେଶ୍ବରଙ୍କ ଲୋକ, ଇଶ୍ରାୟେଲର ଲୋକମାନଙ୍କର ସବୋ କର।
|
15 |
ଆସଫ୍ଙ୍କ ପରିବାରର ଗାଯକମାନେ ସହେି ସ୍ଥାନ ରେ ଛିଡ଼ା ହେଲେ, ଯେଉଁଠା ରେ ରାଜା ଦାଉଦ, ଆସଫ, ହମେନ୍ ଛିଡ଼ା ହେଲେ, ଯେଉଁଠା ରେ ରାଜା ଦାଉଦ, ଆସଫ, ହମେନ୍ ଏବଂ ରାଜାଙ୍କର ଯାଜକ ୟିଦୁଥୁନ୍ ସମାନଙ୍କେୁ ନିୟୁକ୍ତ କରିଥିଲେ। ଦ୍ବାରପାଳଗଣ ଯେଉଁମାନେ ପ୍ରେତ୍ୟକକ ଫାଟକରେ ଥିଲେ, ସମାନଙ୍କେୁ ସମାନଙ୍କେର ସ୍ଥାନ ଛାଡ଼ିବାକୁ ପଡ଼ିଲା ନାହିଁ, କାରଣ ସମାନଙ୍କେର ଭ୍ରାତା ଲବେୀୟଗଣ ସମାନଙ୍କେ ପାଇଁ ନିସ୍ତାରପର୍ବର ସାମର୍ଗୀ ପ୍ରସ୍ତୁତ କରିଥିଲେ।
|
18 |
ଭବିଷ୍ଯତ୍ବକ୍ତା ଶାମୁଯଲଙ୍କେ ସମୟଠାରୁ ନିସ୍ତାରପର୍ବ ଆଉ କବେେ ହେଲେ ଏହିପରି ଭାବରେ ପାଳିତ ହାଇେ ନ ଥିଲା। ଇଶ୍ରାୟେଲର କୌଣସି ରାଜା କବେେ ହେଲେ ଏହିପରି ଭାବରେ ନିସ୍ତାରପର୍ବ ପାଳି ନ ଥିଲେ। ରାଜା ଯୋଶିୟଯ, ଯାଜକମାନେ, ଲବେୀୟମାନେ ଏବଂ ୟିରୁଶାଲମର ସମସ୍ତ ଲୋକଙ୍କ ସହିତ ସଠାେରେ ଥିବା ଯିହୁଦା ଓ ଇଶ୍ରାୟେଲର ଲୋକମାନେ ଏକ ବିଶଷେ ପ୍ରକା ରେ ନିସ୍ତାରପର୍ବର ଉତ୍ସବ ପାଳନ କଲେ।
|
21 |
କିନ୍ତୁ ନଖୋ, ଯୋଶିୟଯଙ୍କ ନିକଟକୁ ବାର୍ତ୍ତାବାହକମାନଙ୍କୁ ପଠାଇଲେ। ସମାନେେ କହିଲେ "ଯିହୁଦାର ରାଜା, ଏହି ୟୁଦ୍ଧ ତୁମ୍ଭର ସମସ୍ଯା ନୁହେଁ। ମୁଁ ତୁମ୍ଭ ବିରୁଦ୍ଧ ରେ ୟୁଦ୍ଧ କରିବାକୁ ଆସି ନାହିଁ। ମୁଁ ମାରେ ନିଜ ଶତ୍ରୁମାନଙ୍କ ସହିତ ୟୁଦ୍ଧ କରିବାକୁ ଆସିଅଛି। ପରମେଶ୍ବର ମାେତେ ତ୍ବରାନ୍ବିତ କଲେ। ପରମେଶ୍ବର ମାରେ ସପକ୍ଷ ରେ ଅଛନ୍ତି। ତେଣୁ ମାେତେ ହଇରାଣ କର ନାହିଁ। ଯଦି ତୁମ୍ଭେ ମାେ' ବିରୁଦ୍ଧ ରେ ୟୁଦ୍ଧ କର, ପରମେଶ୍ବର ତୁମ୍ଭକୁ ବିନଷ୍ଟ କରିବେ।"
|
24 |
ତେଣୁ ଯୋଶିୟଯଙ୍କ ଭୃତ୍ଯମାନେ ତାହାଙ୍କ ରଥରୁ ତାଙ୍କୁ ନଇଗେଲେ ଓ ସେ ତାଙ୍କ ସଙ୍ଗ ରେ ୟୁଦ୍ଧକୁ ଆଣିଥିବା ଆଉ ଏକ ରଥରେ ରଖିଲେ। ଏହାପରେ ସମାନେେ ଯୋଶିୟଙ୍କୁ ୟିରୁଶାଲମକୁ ନଇଗେଲେ। ରାଜା ଯୋଶିୟଯ ୟିରୁଶାଲମ ରେ ମୃତ୍ଯୁବରଣ କଲେ। ଯୋଶିୟଯ ତାଙ୍କର ପୂର୍ବପୁରୁଷମାନଙ୍କ କବର ରେ କବରପ୍ରାପ୍ତ ହେଲେ। ଯିହୁଦା ଓ ୟିରିଶାଲମର ସମସ୍ତ ଲୋକ ଯୋଶିୟଯଙ୍କ ମୃତ୍ଯୁ ଯୋଗୁଁ ଅତ୍ଯନ୍ତ ଦୁଃଖିତ ହେଲେ।
|
25 |
ଯିରିମିୟ ଯୋଶିୟଯଙ୍କ ନିମନ୍ତେ ସମାଧିକାଳୀନ କତେୋଟି ଗୀତ ଲେଖିଲେ ଓ ତାହାକୁ ଗାନ କଲେ। ଆଜି ପର୍ୟ୍ଯନ୍ତ ପୁରୁଷ ଓ ସ୍ତ୍ରୀ ଗାଯକ ଗାଯିକାମାନେ ସହେି ବିଷାଦପୂର୍ଣ୍ଣ ସଙ୍ଗୀତଗାନ କରିଥାଆନ୍ତି। ଇଶ୍ରାୟେଲର ଲୋକମାନେ ଏହିପ୍ରକାର ସବୁବେଳେ କଲେ। ସମାନେେ ଯୋଶିୟଙ୍କ ନିମନ୍ତେ ଏକ ବିଷାଦପୂର୍ଣ୍ଣ ସଙ୍ଗୀତ ଗାନ କଲେ। ସହେି ଗୀତଗୁଡ଼ିକ ସମାଧିକାଳୀନ ସଙ୍ଗୀତ ପୁସ୍ତକରେ ଲଖାୟୋଇଅଛି।
|