1 |
ନିସ୍ତାରପର୍ବର ଉତ୍ସବ ଶଷେ ହେଲା। ନିସ୍ତାରପର୍ବ ନିମନ୍ତେ ୟିରୁଶାଲମ ରେ ଥିବା ଇଶ୍ରାୟେଲର ଲୋକମାନେ ଯିହୁଦାର ସହରଗୁଡ଼କୁ ଫରେିଗଲେ। ଏହାପରେ ସମାନେେ ସହେି ସହରଗୁଡ଼ିକରେ ଥିବା ପଥରର ମୂର୍ତ୍ତିକୁ ଭାଙ୍ଗି ଧୂଳିସାତ୍ କଲେ। ସହେି ପଥର ମୂର୍ତ୍ତିଗୁଡ଼ିକ ଭଣ୍ଡ ଦବେତାମାନଙ୍କର ପୂଜା କରିବା ନିମନ୍ତେ ବ୍ଯବହୃତ ହେଉଥିଲା। ସହେି ଲୋକମାନେ ଆଶରୋ ସ୍ତମ୍ଭଗୁଡ଼ିକୁ ମଧ୍ଯ କାଟି ପକାଇଲେ। ଆଉ ସମାନେେ ଯିହୁଦା ଓ ବିନ୍ଯାମୀନ ରେ ଥିବା ଉଚ୍ଚ ସ୍ଥାନ ଓ ୟଜ୍ଞବଦେୀଗୁଡ଼ିକୁ ନଷ୍ଟ କରି ଦେଲେ। ଲୋକମାନେ ଇଫ୍ରଯିମ୍ ଓ ମନଃଶିର ସମସ୍ତ ଅଞ୍ଚଳ ରେ ମଧ୍ଯ ସହେି ପ୍ରକାର କଲେ। ଭଣ୍ଡ ଦବେତାର ପୂଜା ଉଦ୍ଦେଶ୍ଯ ରେ ବ୍ଯବହୃତ ସମସ୍ତ ବସ୍ତୁକୁ ବିନଷ୍ଟ ନ କରିବା ପର୍ୟ୍ଯନ୍ତ ଲୋକମାନେ ଏହିପରି କାର୍ୟ୍ଯ କଲେ। ଏହାପରେ ସମସ୍ତ ଇଶ୍ରାୟେଲୀୟମାନେ ସମାନଙ୍କେର ନିଜ ସହର ଓ ଗୃହକୁ ଫରେିଗଲେ।
|
2 |
ରାଜା ହିଜକିଯ ଯାଜକ ଓ ଲବେୀୟମାନଙ୍କୁ ସମାନଙ୍କେର ଭିନ୍ନ ଭିନ୍ନ ଦଳ ଅନୁସାରେ ସଂଗଠିତ କଲେ। ପ୍ରେତ୍ୟକକ ଦଳର ନିଜସ୍ବ ବିଶଷେ କାର୍ୟ୍ଯ ରହିଥିଲା। ତେଣୁ ଯାଜକମାନେ ଓ ଲବେୀୟମାନେ ପୁନର୍ବାର ହାମବେଳି ଉପହାର ଓ ମଙ୍ଗଳାର୍ଥକ ନବୈେଦ୍ଯ ଉତ୍ସର୍ଗ କରିବାର କାର୍ୟ୍ଯ କଲେ। ଆଉ ମଧ୍ଯ ପରମେଶ୍ବର ମନ୍ଦିର ରେ ସବୋକାର୍ୟ୍ଯ ଏବଂ ସଦାପ୍ରଭୁଙ୍କ ମନ୍ଦିର ଦ୍ବାରଗୁଡ଼ିକ ନିକଟରେ ପ୍ରଶଂସାଗାନ କରିବା କାର୍ୟ୍ଯ ସମାନଙ୍କେର ଥିଲା।
|
3 |
ହିଜକିଯ ତାଙ୍କର ନିଜର ପଶୁପଲ ମଧ୍ଯରୁ କତେୋଟିକୁ ହାମବେଳି ଉପହାର ସ୍ବରୂପେ ଉତ୍ସର୍ଗ କରିବାକୁ ଦେଲେ। ଏହିସବୁ ପଶୁଗୁଡ଼ିକୁ ପ୍ରତିଦିନ ସକାଳେ ଓ ସନ୍ଧ୍ଯା ସମୟରେ ହାମବେଳି ଉପହାର ସ୍ବରୂପେ ବ୍ଯବହାର କରାଯାଉଥିଲା। ଏହି ପଶୁଗୁଡ଼ିକୁ ବିଶ୍ରାମର ବିଶଷେ ଦିନ, ଅମାବାସ୍ଯା ଉତ୍ସବ ଓ ଅନ୍ଯାନ୍ଯ ବିଶଷେ ସଭାମାନଙ୍କ ରେ ଉତ୍ସର୍ଗ କରାଯାଉଥିଲା। ସଦାପ୍ରଭୁଙ୍କ ବ୍ଯବସ୍ଥା ନିଯମ ରେ ଯେଉଁପରି ଲଖାଯାେଉଥିଲା, ଏହା ସହେିପରି କରାଯାଉଥିଲା।
|
10 |
ସାଦୋକ୍ ବଂଶର ମୁଖ୍ଯଯାଜକ ଅସରିଯ ହିଜକିଯଙ୍କୁ କହିଲେ, "ଲୋକମାନେ ଯେଉଁ ସମୟଠାରୁ ସଦାପ୍ରଭୁଙ୍କ ଗୃହକୁ ଉପହାରସବୁ ଆଣିବା ଆରମ୍ଭ କଲେ, ସହେି ସମୟଠାରୁ ଆମ୍ଭମାନେେ ପ୍ରଚୁର ଖାଦ୍ୟ ଭୋଜନ କରିବାକୁ ପାଉଅଛୁ। ଆମ୍ଭମାନଙ୍କ ଉଦର ପୂର୍ଣ୍ଣ ହବୋ ପର୍ୟ୍ଯନ୍ତ ଆମ୍ଭମାନେେ ଭୋଜନ କରିସାରିଲୁଣି ଓ ଆହୁରି ପ୍ରଚୁର ବଳି ପଡ଼ିଅଛି ! ସଦାପ୍ରଭୁ ତାଙ୍କର ଲୋକମାନଙ୍କୁ ଆଶୀର୍ବାଦ କରିଛନ୍ତି। ସେଥିନିମନ୍ତେ ଆମ୍ଭମାନଙ୍କର ଏତେ ଖାଦ୍ୟ ବଳିପଡ଼ୁଅଛି।"
|
12 |
ଏହାପରେ ଯାଜକମାନେ ନବୈେଦ୍ଯ ଦଶମାଂଶ ଓ ଅନ୍ଯାନ୍ଯ ବସ୍ତୁସବୁ ଆଣିଲେ, ଯେଉଁଗୁଡ଼ିକ କବଳେ ସଦାପ୍ରଭୁଙ୍କୁ ଦିଆୟିବା ନିମନ୍ତେ ଉଦ୍ଦିଷ୍ଟ ଥିଲା, ସହେି ସମସ୍ତ ସଂଗୃହୀତ ବସ୍ତୁ ମନ୍ଦିର ମଧ୍ଯସ୍ଥ ଭଣ୍ଡାର ଘରମାନଙ୍କ ରେ ରଖାଗଲା। ଲବେୀୟ କନାନିଯ ସହେି ସମସ୍ତ ସଂଗୃହୀତ ବସ୍ତୁର ଦାଯିତ୍ବ ରେ ଥିଲେ, ଶିମିଯି ଦ୍ବିତୀୟ ରେ ଏହି ଦାଯିତ୍ବ ରେ ଥିଲେ। ଶିମିଯି କନାନିଯଙ୍କ ଭ୍ରାତା ଥିଲେ।
|
14 |
ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ଲୋକମାନେ ମୁକ୍ତ ଭାବରେ ଯେଉଁ ନବୈେଦ୍ଯ ଦେଉଥିଲେ, କୋରି ତାହାର ଦାଯିତ୍ବ ରେ ଥିଲେ। ସଦପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଦତ୍ତ, ସଂଗୃହୀତ ଦାନଗୁଡ଼ିକୁ ବିତରଣ କରିବା ଦାଯିତ୍ବ ତାଙ୍କର ଥିଲା। ଆଉ, ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପବିତ୍ରୀକୃତ ହାଇେଥିବା ଉପହାରଗୁଡ଼ିକୁ ବିତରଣ କରିବାର ଦାଯିତ୍ବ ମଧ୍ଯ ତାଙ୍କର ଥିଲା। କୋରି ପୂର୍ବଦିଗ ରେ ଥିବା ଦ୍ବାରର ଦ୍ବାରପାଳ ଥିଲେ। ତାଙ୍କ ପିତାଙ୍କର ନାମ ଥିଲା ଲବେୀୟ ୟିମ୍ନା।
|
19 |
ଲବେୀୟମାନେ ଯେଉଁ ସହର ରେ ବାସ କରୁଥିଲେ, ତାହା ନିକଟରେ ହାରୋଣଙ୍କ ବଂଶଧର କେତଜେଣ ଯାଜକଙ୍କର ଶସ୍ଯକ୍ଷତେ ଥିଲା। ଆଉ ହାରୋଣଙ୍କର କେତଜେଣ ବଂଶଧର ମଧ୍ଯ ସହରମାନଙ୍କ ରେ ବାସ କରୁଥିଲେ। ହାରୋଣଙ୍କର ଏହି ବଂଶଧରମାନଙ୍କୁ ସଂଗୃହୀତ ଦ୍ରବ୍ଯରୁ ଅଂଶ ଦବୋ ନିମନ୍ତେ ଏହି ପ୍ରେତ୍ୟକକ ସହରର ଲୋକମାନଙ୍କୁ ସମାନଙ୍କେ ନାମ ଦ୍ବାରା ମନୋନୀତ କରାଯାଉ ଥିଲା। ଲବେୀୟମାନଙ୍କ ବଂଶର ଇତିହାସ ରେ ନାମଭୁକ୍ତ କରାୟାଇଥିବା ସମସ୍ତ ପୁରୁଷ ଓ ଅନ୍ୟମାନେ ସଂଗୃହୀତ ଦ୍ରବ୍ଯର ଅଂଶ ଲାଭ କରୁଥିଲେ।
|