10 |
ଏହାପରେ ରିହବିଯାମ୍ଙ୍କ ସହିତ ବଢ଼ିଥିବା ୟୁବା ଲୋକମାନେ ତାଙ୍କୁ କହିଲେ, "ତୁମ୍ଭ ସହିତ କଥା ହାଇେଥିବା ଲୋକମାନଙ୍କୁ ତୁମ୍ଭେ ଏହି ପ୍ରକା ରେ ଉତ୍ତର ଦବୋ ଉଚିତ୍। ଲୋକମାନେ ତୁମ୍ଭକୁ କହିଲେ, 'ତୁମ୍ଭର ପିତା ଆମ୍ଭମାନଙ୍କ ଜୀବନକୁ ଅସହ୍ଯ କରିଅଛନ୍ତି। ଆମ୍ଭମାନଙ୍କୁ ତାହା ଏକ ଭାରୀ ବୋଝ ବହିଲା ପରି ମନେ ହେଉଛି। କିନ୍ତୁ ତୁମ୍ଭେ ଆମ୍ଭମାନଙ୍କର ସହେି ବୋଝକୁ ହାଲୁକା କର ବୋଲି ଆମ୍ଭମାନେେ ଚାହୁଁ।" କିନ୍ତୁ ସମାନେେ ରିହବିଯାମ୍ଙ୍କୁ କହିଲେ, ତୁମ୍ଭେ ସହେି ଲୋକମାନଙ୍କୁ ଏହିପରି କହିବା ଉଚିତ୍ ; ସମାନଙ୍କେୁ କୁହ, ' ମାରେ କନିଷ୍ଠ ଅଙ୍ଗୁଳି ମାରେ ପିତାଙ୍କର ଅଣ୍ଟାଠାରୁ ମଧ୍ଯ ମାଟେ !!
|
14 |
ୟୁବା ଲୋକମାନେ ତାଙ୍କୁ ଯେ ପ୍ରକାର ପରାମର୍ଶ ଦଇେଥଲେ, ରାଜା ରିହବିଯାମ୍ ଲୋକମାନଙ୍କୁ ସହେି ପ୍ରକାର କଥା କହିଲେ। ସେ କହିଲେ, " ମାରେ ପିତା ତୁମ୍ଭମାନଙ୍କର ବୋଝକୁ ଭାରୀ କରିଥିଲେ, କିନ୍ତୁ ମୁଁ ତାହାକୁ ଆହୁରି ଭାରୀ କରିବି। ମାରେ ପିତା ତୁମ୍ଭମାନଙ୍କୁ ଚାବୁକ୍ ଦ୍ବାରା ଦଣ୍ଡିତ କରୁଥିଲେ, କିନ୍ତୁ ମୁଁ ତୁମ୍ଭମାନଙ୍କୁ ଏପରି ଚାବୁକ୍ ଦ୍ବାରା ଦଣ୍ଡ ଦବେି, ଯାହାର ଅଗ ରେ ମୁନିଆଁ କଣ୍ଟାମାନ ବାହାରିଥିବ।"
|
16 |
ଇଶ୍ରାୟେଲର ଲୋକମାନେ ଦେଖିଲେ ଯେ ରାଜା ରିହବିଯାମ୍ ସମାନଙ୍କେର କଥା ଶୁଣିଲେ ନାହିଁ। ତେଣୁ ସମାନେେ ରାଜାଙ୍କୁ କହିଲେ, "ଆମ୍ଭମାନେେ କ'ଣ ଦାଉଦଙ୍କ ବଂଶର ଅଂଶ ବିଶଷେ ଅଟୁ ? ନା ! ଆମ୍ଭମାନେେ କ'ଣ ୟିଶୀଙ୍କ ପୁତ୍ର ଠାରୁ କିଛି ପାଇଅଛୁ ? ନା ! ତେଣୁ ଇଶ୍ରାୟେଲ, ଆସ ଆମ୍ଭୋମନେ ନିଜ ନିଜ ଗୃହକୁ ଫରେିୟିବା। ଦାଉଦ ତାଙ୍କର ଆତ୍ମୀଯମାନଙ୍କ ଉପରେ ରାଜତ୍ବ କରନ୍ତୁ।" ଏହାପରେ ଇଶ୍ରାୟେଲର ସମସ୍ତ ଲୋକ ସମାନଙ୍କେର ଗୃହସବୁକୁ ଫରେିଗଲେ।
|