10 |
ଉଷିୟ ମରୁଭୂମି ମଧିଅରେ ଦୁର୍ଗମାନ ନିର୍ମାଣ କଲେ। ଆହୁରି ମଧ୍ଯ, ସେ ଅନକେ କୂପ ଖାେଳିଲେ। ପାର୍ବତ୍ଯମଯ ଦେଶ ଓ ସମତଳ ଭୂମିରେ ତାଙ୍କର ପ୍ରଚୁର ପଶୁପଲ ଥିଲା। ପାର୍ବତ୍ଯାଞ୍ଚଳ ଓ ଉତ୍ତମ ଶସ୍ଯ ଉତ୍ପନ୍ନ ହେଉଥିବା ସ୍ଥାନମାନଙ୍କ ରେ ଉଷିୟଙ୍କର କୃଷକମାନେ ଥିଲେ। ଅଙ୍ଗୁରକ୍ଷେତ୍ର ଗୁଡ଼ିକର ଯତ୍ନ ନବୋ ନିମନ୍ତେ ସେ ଲୋକମାନଙ୍କୁ ନିୟୁକ୍ତି କଲେ। ସେ କୃଷିକର୍ମକୁ ଭଲ ପାଉଥିଲେ।
|
15 |
ୟିରୁଶାଲମ ରେ ଉଷିୟ ଚତୁର ଲୋକମାନଙ୍କ ଦ୍ବାରା ଉଦ୍ଭାବିତ ମସେିନ୍ସବୁ ନିର୍ମାଣ କଲେ। ସହେି ମସେିନ୍ଗୁଡ଼ିକ ଦୁର୍ଗ ଓ କଣସ୍ଥିତ ପ୍ରାଚୀର ଉପରେ ରଖାଗଲା। ସହେି ମସେିନ୍ଗୁଡ଼ିକ ତୀର ଓ ପଥର କ୍ଷପେଣ କରିପାରୁ ଥିଲା। ଉଷିୟ ବିଖ୍ଯାତ ହାଇେ ଉଠିଲେ। ଦୂରଦୂରାନ୍ତର ସ୍ଥାନର ଲୋକମାନେ ସୁଦ୍ଧା ତାଙ୍କର ନାମ ଜାଣିଥିଲେ। ତାଙ୍କୁ ପ୍ରଚୁର ସାହାୟ୍ଯ ମିଳୁଥିଲା ଓ ସେ ଜଣେ ପରାକ୍ରମଶାଳୀ ରାଜା ହାଇେ ଉଠିଲେ।
|
18 |
ସମାନେେ ଉଷିୟଙ୍କୁ କହିଲେ, ଯେ, ସେ ଭୂଲ କାର୍ୟ୍ଯ କରୁଛନ୍ତି। ସମାନେେ ତାଙ୍କୁ କହିଲେ, "ଉଷିୟ, ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଧୂପ ଜ୍ବଳାଇବା ତୁମ୍ଭର କାର୍ୟ୍ଯ ନୁହେଁ। ଏହି କାର୍ୟ୍ଯ କରିବା ତୁମ୍ଭ ନିମନ୍ତେ ମଙ୍ଗଳ ଜନକ ନୁହେଁ।ଯାଜକ ଓ ହାରୋଣଙ୍କ ବଂଶଧରମାନେ କବଳେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ସୁଗନ୍ଧିଧୂପ ଜ୍ବଳାନ୍ତି। ଏହି ଯାଜକମାନେ ସୁଗନ୍ଧିଧୂପ ଜ୍ବଳାଇବାର ପବିତ୍ର ସବୋକାର୍ୟ୍ଯ ନିମନ୍ତେ ତାଲିମପ୍ରାପ୍ତ ହାଇେଛନ୍ତି। ଏହି ମହାପବିତ୍ର ସ୍ଥାନରୁ ବାହାରି ୟାଅ। ତୁମ୍ଭେ ବିଶ୍ବସ୍ତ ହାଇେ ନାହଁ। ସଦାପ୍ରଭୁ ପରମେଶ୍ବର ଏଥି ନିମନ୍ତେ ତୁମ୍ଭକୁ ସମ୍ମାନିତ କରିବେ ନାହିଁ।"
|