10 |
ତୁମ୍ଭମାନଙ୍କ ନିକଟକୁ ହତ୍ଯା, ଆଇନ୍ ଅମାନ୍ଯ, ଶାସନ ଓ ଅନ୍ୟ ଆଇନ୍ ସମ୍ପର୍କିତ ମାମଲାମାନ ଆସିବ, ଏହିସବୁ ମାମଲା ଏହି ନଗର ରେ ବାସ କରୁଥିବା ତୁମ୍ଭମାନଙ୍କର ଭ୍ରାତାମାନଙ୍କର ମଧ୍ଯରୁ ହିଁ ଆସିବ। ଏହିସବୁ ମାମଲା ରେ ତୁମ୍ଭମାନେେ ଲୋକମାନଙ୍କୁ "ସଦାପ୍ରଭୁ"ଙ୍କ ବିରୁଦ୍ଧ ରେ ପାପ ନ କରିବା ନିମନ୍ତେ ସତର୍କ କରାଇଦବେ। ଯଦି ତୁମ୍ଭମାନେେ ବିଶ୍ବସ୍ତ ଭାବେ ସବୋ କରିବ ନାହିଁ, ତବେେ ତୁମ୍ଭ ବିରୁଦ୍ଧ ରେ ଓ ତୁମ୍ଭମାନଙ୍କ ଭ୍ରାତାମାନଙ୍କ ବିରୁଦ୍ଧ ରେ ସଦାପ୍ରଭୁଙ୍କ କୋପ ବର୍ତ୍ତିବ। ଏହିପରି କର, ତବେେ ତୁମ୍ଭମାନେେ ଦୋଷୀ ହବେ ନାହିଁ।
|
11 |
ଅମରିଯ ପ୍ରଧାନ ଯାଜକ ଅଟନ୍ତି। ସଦାପ୍ରଭୁଙ୍କ ସଂମ୍ପର୍କିତ ସମସ୍ତ ବିଷଯ ରେ ସେ ତୁମ୍ଭମାନଙ୍କର ମାଲିକ ହବେେ। ଆଉ ରାଜାଙ୍କ ସଂମ୍ପର୍କିତ ସମସ୍ତ ବିଷଯ ରେ ସବଦିଯ ତୁମ୍ଭମାନଙ୍କର ମାଲିକ ହବେେ। ସବଦିଯଙ୍କ ପିତାଙ୍କର ନାମ ଇଶ୍ମାଯଲେ ଅଟେ। ସବଦିଯ ଯିହୁଦା ଗୋଷ୍ଠୀର ଜଣେ ନେତା ଅଟନ୍ତି। ଆହୁରି ମଧ୍ଯ, ଲବେୀୟମାନେ ତୁମ୍ଭମାନଙ୍କୁ ସାହାୟ୍ଯ କରିବେ ଯାହା ତୁମ୍ଭର ଦରକାର। ତୁମ୍ଭମାନେେ ସମସ୍ତ କାର୍ୟ୍ଯ ସାହସର ସହିତ କର। ଯେଉଁମାନେ ଯଥାର୍ଥ କର୍ମ କରନ୍ତି, ସଦାପ୍ରଭୁ ସମାନଙ୍କେର ସହିତ ରହନ୍ତି।"
|