1 |
ଶିବାର ରାଣୀ ଶଲୋମନଙ୍କର ସୁଖ୍ଯାତି ବିଷଯ ରେ ଶୁଣିବାକୁ ପାଇଲେ। ତେଣୁ ସେ କଠିନ ପ୍ରଶ୍ନ ଦ୍ବାରା ଶଲୋମନଙ୍କୁ ପରୀକ୍ଷା କରିବା ନିମନ୍ତେ ୟିରୁଶାଲମକୁ ଆସିଲେ। ଶିବାର ରାଣୀଙ୍କ ସହିତ ତାଙ୍କ ଲୋକମାନଙ୍କର ଏକ ବୃହତ୍ ଦଳ ଥିଲା। ତାଙ୍କ ସହିତ ମସଲା, ପ୍ରଚୁର ସୁନା ଓ ବହୁମୂଲ୍ଯ ପଥର ରେ ଲଦି ହାଇେଥିବା ଓଟମାନେ ଥିଲେ। ସେ ଶ ଲୋମନଙ୍କ ନିକଟକୁ ଆସିଲେ ଓ ସେ ଯେଉଁ ବିଷଯ ରେ ଆଲୋଚନା କରିବାକୁ ଚାହୁଁଥିଲେ, ସେ ବିଷଯ ରେ ପଚାରିଲେ। ଶଲୋମନଙ୍କୁ ପଚାରିବା ନିମନ୍ତେ ତାଙ୍କ ନିକଟରେ ଅନକେ ପ୍ରଶ୍ନ ଥିଲା।
|
4 |
ସେ ଶଲୋମନଙ୍କ ମଜେ ଉପରେ ରଖା ଯାଉଥିବା ଖାଦ୍ୟ ଓ ତାଙ୍କର ଅନକେ ବିଶଷେ କର୍ମଚାରୀଗଣଙ୍କୁ ଦେଖିଲେ। ସେ ତାଙ୍କର ଚାକରମାନଙ୍କର ବସ୍ତ୍ର ଓ କାର୍ୟ୍ଯ କରିବାର ପ୍ରଣାଳୀ ଦେଖିଲେ। ସେ ଶଲୋମନଙ୍କର ମଦ୍ଯ ପରିବଷେଣକାରୀମାନଙ୍କୁ ଓ ସମାନଙ୍କେର ବସ୍ତ୍ରକୁ ଦେଖିଲେ। ସେ ଶଲୋମନଙ୍କ ଦ୍ବାରା ସଦାପ୍ରଭୁଙ୍କ ମନ୍ଦିର ରେ ଉତ୍ସର୍ଗୀକୃତ ହାମବେଳିଗୁଡ଼ିକୁ ଦେଖିଲେ। ଶିବାର ରାଣୀ ଯେତବେେଳେ ଏହିସବୁ ବିଷଯ ଦେଖିଲେ, ସେ ହତଚକିତ ହାଇଗେଲେ।
|
8 |
ଆପଣଙ୍କର ସଦାପ୍ରଭୁ ପରମେଶ୍ବର ପ୍ରଶଂସିତ ହୁଅନ୍ତୁ। ସେ ଆପଣଙ୍କଠା ରେ ପ୍ରସନ୍ନ ଅଟନ୍ତି ଓ ଆପଣଙ୍କ ସଦାପ୍ରଭୁ ପରମେଶ୍ବରଙ୍କ ସବୋ କରିବା ନିମନ୍ତେ ସେ ଆପଣଙ୍କୁ ଏହି ସିଂହାସନ ରେ ଉପବିଷ୍ଟ କରାଇଅଛନ୍ତି। ଆପଣଙ୍କ ପରମେଶ୍ବର ଇଶ୍ରାୟେଲକୁ ପ୍ ରମେ କରନ୍ତି ଓ ଅନନ୍ତକାଳ ନିମନ୍ତେ ଇଶ୍ରାୟେଲର ସପକ୍ଷ ଅଟନ୍ତି। ସେଥିନିମନ୍ତେ ସଦାପ୍ରଭୁ ଉତ୍ତମ ଓ ଯଥାର୍ଥ କର୍ମ କରିବା ନିମନ୍ତେ ଆପଣଙ୍କୁ ଇଶ୍ରାୟେଲର ରାଜା କରିଅଛନ୍ତି।"
|
11 |
ରାଜା ଶ ଲୋମନ ସଦାପ୍ରଭୁଙ୍କ ମନ୍ଦିରର ପହାଚ ଓ ରାଜାଙ୍କ ଗୃହ ନିର୍ମାଣ କରିବା ନିମନ୍ତେ ଆଲ୍ଗମ୍ କାଠକୁ ବ୍ଯବହାର କଲେ। ଶଲୋମନ ଗାଯକମାନଙ୍କ ନିମନ୍ତେ ବୀଣା ଓ ସାରଙ୍ଗ ବାଦ୍ଯ ନିର୍ମାଣ କରିବା ନିମନ୍ତେ ମଧ୍ଯ ଆଲ୍ଗମ୍ କାଠ ବ୍ଯବହାର କଲେ। ଯିହୁଦା ଦେଶର କୌଣସି ବ୍ଯକ୍ତି ଆଲ୍ଗମ୍ କାଠରୁ ଏପ୍ରକାର ସୁନ୍ଦର ବସ୍ତ୍ର ନିର୍ମିତ ହବୋ ପୂର୍ବରୁ କବେେ ମଧ୍ଯ ଦେଖି ନ ଥିଲେ।
|