8 |
ତେଣୁ ସଦାପ୍ରଭୁ ଯିହୁଦା ଓ ୟିରୁଶାଲମର ଲୋକମାନଙ୍କ ପ୍ରତି ଅତ୍ଯନ୍ତ କୋର୍ଧ କଲେ। ସଦାପ୍ରଭୁ ସମାନଙ୍କେୁ ଦଣ୍ଡିତ କଲେ। ଯିହୁଦା ଓ ୟିରୁଶାଲମର ଲୋକମାନଙ୍କର ସଦାପ୍ରଭୁ ଯାହା ଘଟାଇଲେ, ତାହା ଯେତବେେଳେ ଅନ୍ୟ ଲୋକମାନେ ଦେଖିଲେ, ସମାନେେ ଅତ୍ଯନ୍ତ ଭୟଭୀତ ଓ ହତଚକିତ ହାଇପେଡ଼ିଲେ। ସହେି ଅନ୍ୟ ଦେଶମାନେ ଯିହୁଦାର ଲୋକଙ୍କ ନିମନ୍ତେ ଘୃଣା ଓ ଲଜ୍ଜା ରେ ଆପଣା ଆପଣା ମୁଣ୍ଡ ନୁଆଁଇଲେ। ତୁମ୍ଭମାନେେ ତାହା ସ୍ବଚକ୍ଷୁ ରେ ଦେଖୁଅଛ।
|
12 |
ଯେଉଁ ଲବେୀୟମାନେ କାର୍ୟ୍ଯ କରିବାକୁ ଆରମ୍ଭ କଲେ, ସମାନଙ୍କେର ତାଲିକା ଏହି : କହାତ୍ ବଂଶର ଅମାସଯଙ୍କ ପୁତ୍ର ମାହତ୍ ଓ ଅସରିଯଙ୍କ ପୁତ୍ର ଯାୟେଲ୍ ଥିଲେ। ମରାରି ବଂଶଧରର ବବ୍ଦିଙ୍କ ପୁତ୍ର କୀଶ୍ ଓ ୟିହୋଲିଲଲଙ୍କେ ପୁତ୍ର ଅସରିଯ ଥିଲେ। ଗେର୍ଶୋନ ବଂଶଧରରରୁ ସିମ୍ମଙ୍କ ପୁତ୍ର ୟୋଯାହ ଓ ୟୋଯାହଙ୍କ ପୁତ୍ର ଏଦନ୍ ଥିଲେ। ଇଲୀଶାଫନ୍ଙ୍କ ବଂଶଧରମାନଙ୍କ ମଧ୍ଯରୁ ଜିଖରିଯ ଓ ମତ୍ତନୀଯ ଥିଲେ। ହମେନ୍ଙ୍କ ବଂଶଧରମାନଙ୍କ ମଧ୍ଯରୁ ୟିହୀଯେଲ୍ ଓ ଶିମିଯି ଥିଲେ। ୟିଦୂଥିନ୍ଙ୍କ ବଂଶଧର ମାନଙ୍କ ମଧ୍ଯରୁ ଶିମ୍ରି ଓ ୟିଯୂଯଲେ ଥିଲେ। ଆସଫ୍ ବଂଶଧରମାନଙ୍କ ମଧ୍ଯରୁ ଶମଯିଯ ଓ ଉଷିଯଲେ ଥିଲେ।
|
17 |
ପ୍ରଥମ ମାସର ପ୍ରଥମ ଦିନ ରେ ଲବେୀୟମାନେ ପବିତ୍ର ସବୋକାର୍ୟ୍ଯ ନିମନ୍ତେ ନିଜଙ୍କୁ ପ୍ରସ୍ତୁତ କରିବା ଆରମ୍ଭ କରି ଦେଲେ। ମାସର ଅଷ୍ଟମ ଦିନ ରେ, ଲବେୀୟମାନେ ସଦାପ୍ରଭୁଙ୍କ ମନ୍ଦିରର ଅଳିନ୍ଦକୁ ଆସିଲେ। ସଦାପ୍ରଭୁଙ୍କ ମନ୍ଦିରକୁ ପବିତ୍ରରୂପେ ବ୍ଯବହାର କରିବା ପାଇଁ ସମାନେେ ଆହୁରି ଆଠ ଦିନ ପର୍ୟ୍ଯନ୍ତ ସମାନେେ ତାକୁ ପରିଷ୍କାର କଲେ। ସମାନେେ ପ୍ରଥମ ମାସର ଷୋହଳତମ ଦିନ ରେ ତାହା ସମାପ୍ତ କଲେ।
|
23 |
ଏହାପରେ ଯାଜକମାନେ ଛାଗଗୁଡ଼ିକୁ ରାଜାଙ୍କ ସମ୍ମୁଖକୁ ଆଣିଲେ ଓ ଲୋକମାନେ ଏକତ୍ର ସମ୍ମିଳିତ ହେଲେ। ଏହି ଛାଗଗୁଡ଼ିକ ପାପାର୍ଥକ ବଳି ଥିଲା। ଯାଜକମାନେ ସମାନଙ୍କେ ହସ୍ତ ଛାଗମାନଙ୍କ ମସ୍ତକ ଉପରେ ରଖିଲେ ଓ ଛାଗଗୁଡ଼ିକୁ ବଧ କଲେ। ଛାଗମାନଙ୍କର ରକ୍ତକୁ ୟଜ୍ଞବଦେୀ ଉପରେ ଉତ୍ସର୍ଗ କରି ଯାଜକମାନେ ପାପାର୍ଥକ ବଳି ଉତ୍ସର୍ଗ କଲେ। ପରମେଶ୍ବର ଯେପରି ଇଶ୍ରାୟେଲର ଲୋକମନଙ୍କର ପାପସବୁ କ୍ଷମା କରନ୍ତି, ଏଥିନିମନ୍ତେ ସମାନେେ ଏହିପରି କଲେ। ରାଜା କହିଲେ ଯେ, ଇଶ୍ରାୟେଲର ସମସ୍ତ ଲୋକଙ୍କ ନିମନ୍ତେ ହାମବେଳି ଉପହାର ଓ ପାପାର୍ଥକ ବଳି ଏକତ୍ର ଉତ୍ସର୍ଗ କରାୟିବା ଉଚିତ୍।
|