7 |
ଆସା ଯିହୁଦାର ଲୋକମାନଙ୍କୁ କହିଲେ, "ଆସା, ଆମ୍ଭମାନେେ ଏହିସବୁ ସହର ଓ ସଗେୁଡ଼ିକର ଚତୁର୍ଦ୍ଦିଗ ରେ ପ୍ରାଚୀର ନିର୍ମାଣ କରିବା। ଆସ, ଆମ୍ଭମାନେେ ଦୁର୍ଗ, ଦ୍ବାର ଓ ଦ୍ବାରର କିଳିଣିସବୁ ନିର୍ମାଣ କରିବା ଆମ୍ଭମାନେେ ଏହି ଦେଶ ରେ ବାସ କରୁଥିବା ସମୟରେ ହିଁ ଆସ, ଏହା କରିବା। ଏହି ଦେଶ ଆମ୍ଭମାନଙ୍କର ଅଟେ, କାରଣ ଆମ୍ଭମାନେେ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ବରଙ୍କ ଅନୁଗମନ କରିଅଛୁ। ସେ ଆମ୍ଭମାନଙ୍କର ଚତୁର୍ଦ୍ଦିଗ ରେ ଶାନ୍ତି ପ୍ରଦାନ କରିଅଛନ୍ତି।" ତେଣୁ ସମାନେେ ସମସ୍ତେ ସେସବୁ ନିର୍ମାଣ କଲେ ଓ ସଫଳତା ପାଇଲେ।
|
11 |
ଆସା ତାଙ୍କର ସଦାପ୍ରଭୁ ପରମେଶ୍ବରଙ୍କୁ ଡ଼ାକ ପକାଇଲେ ଓ କହିଲେ, "ସଦାପ୍ରଭୁ, ତୁମ୍ଭ ପାଇଁ ଶକ୍ତିହୀନ ଲୋକଙ୍କୁ ସାହାୟ୍ଯ କରିବା ଯେତିକି ସହଜ ଶକ୍ତିଶାଳୀ ଲୋକଙ୍କୁ ସାହାୟ୍ଯ କରିବା ସତେିକି ସହଜ। ଆମ୍ଭମାନଙ୍କୁ ସାହାୟ୍ଯ କର। ହେ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କର ପରମେଶ୍ବର ଅଟ। ଏହି ବିଶାଳ ସୈନ୍ଯବାହିନୀ ବିପକ୍ଷ ରେ ଥିଲେ ହେଁ ଆମ୍ଭମାନେେ ତୁମ୍ଭ ଉପରେ ନିର୍ଭର କରୁ ! ତୁମ୍ଭେ ତୁମ୍ଭ ବିରୁଦ୍ଧ ରେ କାହାରିକୁ ଜଯ ଲାଭ କରିବାକୁ ଦିଅ ନାହିଁ।"
|