1 |
ରିହବିଯାମ୍ ଯେତବେେଳେ ୟିରୁଶାଲମକୁ ଆସିଲେ, ସେ ସର୍ବୋତ୍ତମ ସୈନିକମାନଙ୍କ ମଧ୍ଯରୁ1,80,000 ଜଣଙ୍କୁ ଏକତ୍ର କଲେ। ସେ ଯିହୁଦା ଓ ବିନ୍ଯାମୀନ ଗୋଷ୍ଠୀରୁ ଏହି ସୈନିକମାନଙ୍କୁ ସଂଗ୍ରହ କଲେ। ରିହବିଯାମ୍ ଯେପରି ତାଙ୍କର ରାଜ୍ଯ ଫରେିପାଇବେ, ଏଥିନିମନ୍ତେ ଇଶ୍ରାୟେଲର ବିରୁଦ୍ଧ ରେ ୟୁଦ୍ଧ କରିବା ନିମନ୍ତେ ସେ ସହେି ସୈନ୍ଯମାନଙ୍କୁ ଏକତ୍ର କଲେ।
|