2 |
ତାେଲୟଙ୍କର ପୁତ୍ରମାନେ ଥିଲେ, ଉଷି, ରଫାଯ, ୟିରୀଯଲେ, ୟହମଯ, ୟିବସମ୍ ଓ ଶାମୁଯଲେ। ସମାନେେ ସମାନଙ୍କେ ପରିବାରର ମୁଖ୍ଯ ଥିଲେ। ସହେି ବ୍ଯକ୍ତିଗଣ ସମାନଙ୍କେର ବଂଶାନୁସା ରେ ଅତି ଶକ୍ତିଶାଳୀ ଯୋଦ୍ଧା ଥିଲେ। ରାଜା ଦାଉଦଙ୍କ ସମୟରେ ସମାନଙ୍କେର ସଂଖ୍ଯା ବୃଦ୍ଧି ଘଟି 22,600 ରେ ପହଞ୍ଚି ଥିଲା, ସମାନେେ ୟୁଦ୍ଧ ନିମନ୍ତେ ସଦାପ୍ରସ୍ତୁତ ଥିଲେ।
|