12 |
ଅମ୍ରାମଙ୍କ ପୁତ୍ରମାନେ ଥିଲେ ହାରୋଣ ଓ ମାଶାେ। ହାରୋଣ ବିଶଷେ ରୂପେ ମନୋନୀତ କରାୟାଇଥିଲେ। ହାରୋଣ ଓ ତାଙ୍କର ବଂଶଧରମାନେ ଚିରକାଳ ନିମନ୍ତେ, ବିଶଷେ ରୂପେ ମନୋନୀତ ହାଇେଥିଲେ। ସଦାପ୍ରଭୁଙ୍କ ସବୋକାର୍ୟ୍ଯ ନିମନ୍ତେ ସବୁଠାରୁ ମହାପବିତ୍ର ସାମଗ୍ରୀ ପ୍ରସ୍ତୁତ କରିବା ପାଇଁ ସମାନଙ୍କେୁ ମନୋନୀତ କରାୟାଇଥିଲା। ସଦାପ୍ରଭୁ ସମ୍ମୁଖ ରେ ସୁଗନ୍ଧି ଧୂପ ଜଳାଇବା ନିମନ୍ତେ ହାରୋଣ ଓ ତାହାଙ୍କ ବଂଶ ମନୋନୀତ ହାଇେଥିଲେ। ସମାନେେ ଯାଜକରୂପେ ସଦାପ୍ରଭୁଙ୍କର ସବୋକାର୍ୟ୍ଯ କରିବା ନିମନ୍ତେ ମନୋନୀତ ହାଇେଥିଲେ। ଚିରକାଳ ପାଇଁ ସଦାପ୍ରଭୁଙ୍କ ନାମକୁ ବ୍ଯବହାର କରିବା ଓ ଲୋକମାନଙ୍କୁ ଆଶୀର୍ବାଦ କରିବା ନିମନ୍ତେ ସମାନେେ ମନୋନୀତ ହାଇେଥିଲେ।
|
31 |
ତେଣୁ ଲବେୀୟମାନେ ଯେଉଁ କାର୍ୟ୍ଯ କରିବା ଉଚିତ୍, ସମାନେେ ସହେିସବୁ କାର୍ୟ୍ଯ କରୁଥିଲେ। ସମାନେେ ପବିତ୍ର ତମ୍ବୁର ଯତ୍ନ ନେଉଥିଲେ। ସମାନେେ ପବିତ୍ର ସ୍ଥାନର ଯତ୍ନ ନେଉଥିଲେ। ଆଉ, ସମାନେେ ସମାନଙ୍କେର ଆତ୍ମୀଯ (ଯାଜକମାନେ) ହାରୋଣଙ୍କ ବଂଶଧରମାନଙ୍କୁ ସାହାୟ୍ଯ କରୁଥିଲେ। ସଦାପ୍ରଭୁଙ୍କ ମନ୍ଦିରର ସବୋକାର୍ୟ୍ଯ କରିବା ସହିତ ଲବେୀୟମାନେ ଯାଜକମାନଙ୍କୁ ସାହାୟ୍ଯ କରୁଥିଲେ।
|