3 |
କିନ୍ତୁ ଅେମ୍ମାନୀୟ ନେତାମାନେ ହାନୂନ୍ଙ୍କୁ କହିଲେ, "ଆପଣ ବିଶ୍ବାସ କରୁଛନ୍ତି କି, ପ୍ରକୃତ ରେ ଦାଉଦ ଆପଣଙ୍କ ପିତାଙ୍କୁ ସମ୍ମାନ ଦବୋ ପାଇଁ, ସାନ୍ତ୍ବନା ଦବୋ ପାଇଁ ଲୋକମାନଙ୍କୁ ଆପଣଙ୍କ ପାଖକୁ ପଠାଇଛନ୍ତି ? ନା, ତାଙ୍କର ଦାସ ଆପଣଙ୍କ ବିଷଯ ରେ ଓ ଆପଣଙ୍କ ଦେଶ ବିଷଯ ରେ ତଥ୍ଯ ଅନୁସନ୍ଧାନ କରିବା ନିମନ୍ତେ ଆସିଛନ୍ତି।"
|