5 |
ଇଶ୍ରାୟେଲକୁ ମିଶରରୁ ବାହାର କରି ଆଣିବା ଦିନଠାରୁ ବର୍ତ୍ତମାନ ପର୍ୟ୍ଯନ୍ତ ଆମ୍ଭେ ଗୃହ ମଧିଅରେ 'ବାସ କରି ନାହିଁ। ମୁଁ ତମ୍ବୁ ମଧିଅରେ ରହୁଛି। ମୁଁ ଇଶ୍ରାୟେଲ ନିମନ୍ତେ ନେତା ମନୋନୀତ କରିଥିଲି ସମାନେେ ମଷେପାଳକ ତୁଲ୍ଯ ଥିଲେ। ଆମ୍ଭେ ଇଶ୍ରାୟେଲୀୟମାନଙ୍କ ସହିତ ଗଲା ସମୟରେ କବେେ ହେଲେ ଜଣେ ସୁଦ୍ଧା ନେତାଙ୍କୁ କହି ନାହୁଁ : ତୁମ୍ଭେ ଆମ୍ଭ ନିମନ୍ତେ କାହିଁକି ଦବଦୋରୁ କାଠ ରେ ଗୃହ ନିର୍ମାଣ କରି ନାହଁ ?"
|
21 |
ଇଶ୍ରାୟେଲ ପରି ଆଉ କୌଣସି ଦେଶ ଅଛି କି ? ନା ! ଇଶ୍ରାୟେଲ ହିଁ ପୃଥିବୀର ଏକମାତ୍ର ଦେଶ ଅଟେ। ଯାହା ନିମନ୍ତେ ତୁମ୍ଭେ ଏପ୍ରକାର ଆଶ୍ଚର୍ୟ୍ଯ କର୍ମମାନ କରିଅଛ। ତୁମ୍ଭେ ଆମ୍ଭମାନଙ୍କୁ ମିଶରରୁ ବାହାର କରି ଆଣିଲ ଓ ତୁମ୍ଭେ ଆମ୍ଭମାନଙ୍କୁ ମୁକ୍ତ କଲ। ତୁମ୍ଭେ ଆପଣାକୁ ମହାନ୍ କରିଅଛ। ତୁମ୍ଭେ ତୁମ୍ଭର ଲୋକମାନଙ୍କ ଅଗ୍ରତ ରେ ଗମନ କଲ ଓ ଆମ୍ଭମାନଙ୍କ ନିମନ୍ତେ ଅନ୍ୟ ଦେଶୀଯମାନଙ୍କୁ ସମାନଙ୍କେ ଦେଶରୁ ତଡ଼ି ଦଲେ।
|