17 |
ଦାଉଦ ସମାନଙ୍କେୁ ସାକ୍ଷାତ କରିବାକୁ ଗଲେ। ଦାଉଦ ସମାନଙ୍କେୁ କହିଲେ, "ଯଦି ତୁମ୍ଭେ ଶାନ୍ତି ସହକା ରେ ମାେତେ ସାହାୟ୍ଯ କରିବାକୁ ଆସିଅଛ, ତବେେ ମୁଁ ତୁମ୍ଭକୁ ସ୍ବାଗତ କରୁଅଛି। ମାେ' ସହିତ ସହୟୋଗ କର। କିନ୍ତୁ ମୁଁ କୌଣସି ଭୁଲ୍ କାର୍ୟ୍ଯ କରି ନ ଥିବା ସତ୍ତ୍ବେ ଯଦି ତୁମ୍ଭେ ମାେ' ବିରୁଦ୍ଧ ରେ ଗୁପ୍ତଚର ବୃତ୍ତି କରିବାକୁ ଆସିଅଛ, ତବେେ ଆମ୍ଭମାନଙ୍କ ପୂର୍ବ ପୁରୁଷ ଗଣଙ୍କର ପରମେଶ୍ବର ତାହା ଦେଖନ୍ତୁ ଓ ସେ ତୁମ୍ଭକୁ ଦଣ୍ଡ ଦିଅନ୍ତୁ।"
|
19 |
ମନଃଶୀଯ ଗୋଷ୍ଠୀର କେତକେ ବ୍ଯକ୍ତି ମଧ୍ଯ ଦାଉଦଙ୍କ ସହିତ ଯୋଗ ଦେଲେ। ଦାଉଦ ଯେତବେେଳେ ପଲେଷ୍ଟୀୟମାନଙ୍କ ସହିତ ଶାଉଲଙ୍କ ବିରୁଦ୍ଧ ରେ ୟୁଦ୍ଧ କରିବାକୁ ୟାଇଥିଲେ, ସେତବେେଳେ ସମାନେେ ତାହାଙ୍କ ସହିତ ଯୋଗ ଦଇେଥିଲେ। କିନ୍ତୁ ଦାଉଦ ଓ ତାଙ୍କ ଲୋକମାନେ ପ୍ରକୃତ ରେ ପଲେଷ୍ଟୀୟମାନଙ୍କୁ ସାହାୟ୍ଯ କରି ନ ଥିଲେ। ଦାଉଦ ଯେ ସମାନଙ୍କେୁ ସାହାୟ୍ଯ କରୁଅଛନ୍ତି, ଏହା ପଲେଷ୍ଟୀୟ ନେତାମାନେ କଥାବାର୍ତ୍ତା ହେଉଥିଲେ, କିନ୍ତୁ ତା'ପରେ ସମାନେେ ତାହାଙ୍କୁ ପଠାଇଦବୋ ନିମନ୍ତେ ସ୍ଥିର କଲେ। ସହେି ଶାସକମାନେ କହିଲେ, "ଯଦି ଦାଉଦ ତାଙ୍କ ମୁନିବ ଶାଉଲଙ୍କ ପାଖକୁ ଫରେିୟାଏ, ତବେେ ଆମ୍ଭମାନଙ୍କର ମୁଣ୍ଡକାଟ ହବେ !"
|