6 |
ଶମଯିଯ ସଂପାଦକ ଥିଲେ। ସେ ନଥନଲଙ୍କେ ପୁତ୍ର ଥିଲେ। ଶମଯିଯ ଲବେୀ ଗୋଷ୍ଠୀରୁ ଆସିଥିଲେ। ଶମଯିଯ ସହେି ବଂଶଧରମାନଙ୍କ ନାମ ଲେଖିଲେ। ସେ ସହେି ନାମଗୁଡ଼ିକୁ ରାଜା ଦାଉଦ ଓ ସହେି ନେତାଗଣ : ଯାଜକ ସାଦୋକ, ଅହୀମଲକେ, ଯାଜକମାନଙ୍କର ବଂଶଜ ନେତା ଓ ଲବେୀ ବଂଶଜ ନେତାମାନଙ୍କ ସମ୍ମୁଖ ରେ ଲେଖିଲେ। ଅହୀମଲକେ ଅବିଯାଥରଙ୍କ ପୁତ୍ର ଥିଲେ। ପ୍ରତିଥର ଗୁଳାବାଣ୍ଟ ଦ୍ବାରା ସମାନେେ ଜଣେ ବ୍ଯକ୍ତିକୁ ମନୋନୀତ କଲେ ଓ ଶମଯିଯ ସହେି ଲୋକର ନାମ ଲେଖି ରଖିଲେ। ତେଣୁ ସମାନେେ ଇଲିଯାସର ଓ ଈଥାମରଙ୍କ ପରିବାରର ବ୍ଯକ୍ତିମାନଙ୍କର ମଧ୍ଯ କାମକୁ ଭାଗ କରି ଦେଲେ।
|
31 |
ସମାନେେ ବିଶଷେ କର୍ମ କରିବା ନିମନ୍ତେ ମନୋନୀତ ହାଇେଥିଲେ। ସମାନେେ ସମାନଙ୍କେର ଆତ୍ମୀଯ, ଯାଜକମାନଙ୍କ ପରି ଗୁଳାବାଣ୍ଟ କଲେ। ଯାଜକମାନେ ହାରୋଣଙ୍କ ବଂଶଧର ଥିଲେ। ସମାନେେ ରାଜା ଦାଉଦ, ସାଦୋକ, ଅହୀମଲକେ, ଯାଜକ ଏବଂ ଲବେୀୟ ବଂଶର ନେତାମାନଙ୍କ ସମ୍ମୁଖ ରେ ଗୁଳାବାଣ୍ଟ କଲେ। ଜେଷ୍ଠ ପରିବାର ଓ କନିଷ୍ଠ ପରିବାର ନିମନ୍ତେ ଯେତବେେଳେ କାର୍ୟ୍ଯ ସ୍ଥିର କରାଗଲା, ସେତବେେଳେ ସମାନଙ୍କେ ପ୍ରତି ସମାନ ବ୍ଯବହାର କରାଗଲା।
|