10 |
ୟାବେଷ୍ ଇଶ୍ରାୟେଲର ପରମେଶ୍ବରଙ୍କ ନିକଟରେ ପ୍ରାର୍ଥନା କରି କହିଲେ, "ମୁଁ ପ୍ରାର୍ଥନା କରୁଅଛି ତୁମ୍ଭେ ମାେତେ ଆଶୀର୍ବାଦ କର। ମୁଁ ଇଚ୍ଛା କରେ ଯେ, ତୁମ୍ଭେ ମାେତେ ଅଧିକ ଦେଶ ରାଜତ୍ବ କରିବାକୁ ଦିଅ। ତୁମ୍ଭେ ମାରେ ପାଶେ ପାଶେ ରୁହ ଓ ମାେତେ ଆଘାତ କରିବାକୁ କାହାକୁ ଦିଅ ନାହିଁ। ତବେେ ମାହେର କୌଣସି କଷ୍ଟ ହବେ ନାହିଁ।" ୟାବେଷ୍ ଯାହାକିଛି ମାଗିଲେ, ପରମେଶ୍ବର ତାକୁ ସହେିସବୁ ପ୍ରଦାନ କଲେ।
|
17 |
ଏଜ୍ରାଙ୍କର ପୁତ୍ରମାନେ ଥିଲେ ଯେଥର, ମରଦେ, ଏଫର ଓ ଯାଲୋନ୍। ମଲଦଙ୍କେର ବିଥିଯା ନାମ୍ନୀ ଜଣେ ମିଶରୀଯା ସ୍ତ୍ରୀ ଥିଲେ। ସେ ଗର୍ଭଧାରଣ କଲେ ଏବଂ ମରିଯମ, ଶମ୍ମଯ ଓ ଇଷ୍ଟିମାୟଙ୍କେର ପିତା ୟିଶବହଙ୍କୁ ଜନ୍ମ ଦେଲେ ଏବଂ ତାଙ୍କର ୟିହୁଦୀଯ ପତ୍ନୀ ଯରେଦ୍ ହବରେ ଓ ୟିକୂଥୀଯଲଙ୍କେୁ ଜନ୍ମ ଦେଲେ। ଯରେଦ୍ ଗଦୋରଙ୍କ ପିତା ଥିଲେ। ହବେର୍ ସଖାଙ୍କେ ର ପିତା ଥିଲେ ଏବଂ ୟିକୁଥୀଯଲେ ଯିନୋହଙ୍କର ପିତା ଥିଲେ। ଏହିସବୁ ପୁତ୍ର ବିଥିଯାଙ୍କର ଥିଲେ। ବିଥିଯା ଫାରୋଙ୍କର କନ୍ଯା ଥିଲେ। ସେ ମରଦଙ୍କେର ମିଶରୀଯା ପତ୍ନୀ ଥିଲେ।
|
34 |
ଏହା ହେଉଛି ସମାନଙ୍କେ ପରିବାରବର୍ଗ ନେତାମାନଙ୍କର ତାଲିକା। ସମାନେେ ଥିଲେ ମଶୋବବ୍, ୟମ୍ଲେକ୍, ୟୋଶ ଅମତ୍ସିଯରଙ୍କ ପୁତ୍ର ଯାୟେଲ, ଯୋଶିୟବିଯଙ୍କ ପୁତ୍ର ଯହେୂ, ସରାଯଙ୍କ ପୁତ୍ର ଅଦୀଯେଲ୍, ଇଲିଯୋ-ଐନଯ, ୟାକୋବା, ୟିଶୋହାୟ, ଅସାଯ,ଅଦୀଯଲେ,୍ ୟିଶୀମିଯଲେ, ବନାଯ ଓ ସୀଷଃ, ଶିଫୀଙ୍କ ପୁତ୍ର। ଶିଫିଯି ଆଲୋନଙ୍କ ପୁତ୍ର ଓ ଆଲ୍ଲୋନ ୟିଦାଯଙ୍କ ପୁତ୍ର, ୟିଦାଯ ଶମଯିଙ୍କ ପୁତ୍ର ଓ ଶିମିଯି ଶମଯିଯଙ୍କ ପୁତ୍ର ଥିଲେ।
|
41 |
ହିଜକିଯ ଯିହୁଦାର ରାଜା ଥିବା ସମୟରେ ଏହା ଘଟିଲା। ସହେି ଲୋକମାନେ ଗଦୋରକୁ ଆସିଲେ ଓ ହାମ୍ଙ୍କ ବଂଶଧରମାନଙ୍କ ବିରୁଦ୍ଧ ରେ ୟୁଦ୍ଧ କଲେ। ସମାନେେ ହମାତୀଯ ଲୋକମାନଙ୍କର ତମ୍ବୁସବୁ ନଷ୍ଟ କରି ଦେଲେ। ସହେି ଲୋକମାନେ ସଠାେରେ ବାସ କରୁଥିବା ମିଯନୀଯ ଲୋକମାନଙ୍କ ସହିତ ମଧ୍ଯ ୟୁଦ୍ଧ କଲେ। ସମାନେେ ସମସ୍ତେ ମିଯନୀଯ ଲୋକମାନଙ୍କୁ ବିନାଶ କଲେ। ଆଜି ମଧ୍ଯ ସଠାେରେ କୌଣସି ମିଯନୀଯ ଲୋକ ନାହାନ୍ତି। ତେଣୁ ଏହି ଲୋକମାନେ ସଠାେରେ ବସବାସ କରିବାକୁ ଆରମ୍ଭ କଲେ।
|