2 |
ଏହାପରେ ଦାଉଦ ଇଶ୍ରାୟେଲର ସମସ୍ତ ଲୋକଙ୍କୁ ଏକତ୍ର କରି ଆପଣା ନିକଟକୁ ଡାକିଲେ। ସେ ସମାନଙ୍କେୁ କହିଲେ, "ଯଦି ତୁମ୍ଭମାନେେ ଭାବୁଛ ଯେ ଏହା ଏକ ଉତ୍ତମ ବିଷଯ ଓ ସଦାପ୍ରଭୁ ଯଦି ତାହା ହିଁ ଇଚ୍ଛା କରନ୍ତି, ତବେେ ଆସ, ଇଶ୍ରାୟେଲର ସମସ୍ତ ଅଞ୍ଚଳ ରେ ଥିବା ଆମ୍ଭମାନଙ୍କର ଭ୍ରାତାମାନଙ୍କ ନିକଟକୁ ଗୋଟିଏ ବାର୍ତ୍ତା ପ୍ ରରଣେ କରିବା। ଆମ୍ଭମାନଙ୍କ ଭ୍ରାତାମାନଙ୍କ ସହିତ ସମାନଙ୍କେ ସହର ରେ ଓ ସହର ନିକଟସ୍ଥ କ୍ଷେତ୍ରମାନଙ୍କ ରେ ବାସ କରୁଥିବା ଯାଜକ ଓ ଲବେୀୟମାନଙ୍କ ନିକଟକୁ ମଧ୍ଯ ବାର୍ତ୍ତା ପଠାଇବା। ଏହି ବାର୍ତ୍ତା ସମାନଙ୍କେୁ ଜଣାଉ ଯେ, ସମାନେେ ଆସି ଆମ୍ଭମାନଙ୍କ ସହିତ ୟୋଗ ଦିଅନ୍ତୁ।
|