4 |
ପୁଣି ରାଜା ସଦାପ୍ରଭୁଙ୍କ ମନ୍ଦିରରୁ ବାଲର, ଆଶରୋମୂର୍ତ୍ତୀର ଓ ସ୍ବର୍ଗସ୍ଥ ସମସ୍ତ ବାହିନୀ ଓ ମିଥ୍ଯା ଦବେତାମାନଙ୍କ ନିମନ୍ତେ ନିର୍ମିତ ସକଳ ସାମଗ୍ରୀ ବାହାର କରି ଆଣିବା ପାଇଁ ହିଲକିଯ ମହାୟାଜକକୁ, ଦ୍ବିତୀୟ ଶ୍ ରଣେୀର ଯାଜକମାନଙ୍କୁ ଓ ଦ୍ବାରପାଳ ମାନଙ୍କୁ ଆଦେଶ କଲେ। ତା'ପରେ ଯୋଶିୟଯ ରାଜା ସେ ସମସ୍ତ ଦ୍ରବ୍ଯକୁ ୟିରୁଶାଲମର ବାହା ରେ କିଦ୍ରୋଣ ଉପତ୍ୟକା ରେ ଦଗ୍ଧ କଲେ ଓ ତାହାର ଭସ୍ମ ବୈଥଲକେୁ ନଇଗେଲେ।
|
8 |
ସେ ସମୟରେ ଯାଜକମାନେ ବଳିଦାନ ୟିରୁଶାଲମସ୍ଥିତ ସଦାପ୍ରଭୁଙ୍କ ୟଜ୍ଞବଦେୀ ନିକଟକୁ ଆଣିଲେ ନାହିଁ। ସମାନେେ ଯିହୁଦା ନଗର ଚତୁର୍ଦ୍ଦିଗ ରେ ରହିଲେ ଓ ସହେି ନଗରଗୁଡିକର ଉଚ୍ଚ ସ୍ଥଳିମାନଙ୍କ ରେ ଦ୍ବୀପ ଓ ନବୈେଦ୍ଯ ଜଳାଇଲେ। ସହେି ଉଚ୍ଚସ୍ଥଳୀଗୁଡିକ ଗବୋଠାରୁ ବରେଶବୋ ପର୍ୟ୍ଯନ୍ତ ଲାଗି ଥିଲା। ସହେି ଯାଜକମାନେ ସାଧାରଣ ଲୋକଙ୍କ ସହିତ ତାଡିଶୂନ୍ଯ ରୋଟି ଭୋଜନ କଲେ। ରାଜା ଯୋଶିୟଯ ସହେି ଉଚ୍ଚସ୍ଥଳୀଗୁଡିକୁ ଭାଙ୍ଗି ପକାଇଲେ ଓ ସେ ଯାଜକମାନଙ୍କୁ ୟିରୁଶାଲମକୁ ନଇେ ଆସିଲେ। ସେ ମଧ୍ଯ ନଗର ଦ୍ବାର ରେ ପ୍ରବେଶକାରୀ ମନୁଷ୍ଯର ବାମ ଦିଗସ୍ଥିତ ନଗରାଧ୍ଯକ୍ଷ ଯିହାଶୂେୟର ନଗର ଦ୍ବାର ରେ ଉଚ୍ଚସ୍ଥଳୀ ଭାଙ୍ଗି ପକାଇଲେ। ଯିହାଶୂେୟ ନଗରର ଶାସକ ଥିଲେ।
|
16 |
ଏହାପରେ ଯୋଶିୟଯ ଚତୁର୍ଦ୍ଦିଗକୁ ଚାହିଁଲା ବେଳେ ସଠାେରେ ପର୍ବତ ଉପରେ କବରମାନ ଦେଖିଲେ। ତହୁଁ ସେ ଲୋକ ପଠାଇ ସହେି କବରମାନଙ୍କର ଅସ୍ଥି ଅଣାଇଲେ। ଆଉ ପରମେଶ୍ବରଙ୍କ ଲୋକ ପୂର୍ବେ ଯେପରି ପ୍ରଚାର କରିଥିଲେ। ତାଙ୍କ ପ୍ରଚାରିତ ସଦାପ୍ରଭୁଙ୍କ ବାକ୍ଯାନୁସା ରେ ସହେି ୟଜ୍ଞବଦେୀ ଉପରେ ସହେି ଅସ୍ଥି ସବୁ ୟଜ୍ଞବଦେୀ ଉପରେ ରଖିଲେ ଓ ଦଗ୍ଧ କରି ଅଶୁଚି କଲେ। ଏହି ସମୟରେ ପରମେଶ୍ବର ଲୋକଙ୍କ ଦୃଷ୍ଟି ରେ ଦେଖିଲେ ଯେ, ୟୋରବିଯାମ ୟଜ୍ଞବଦେୀ ପାଖ ରେ ଛିଡା ହାଇେଛି।
|