6 |
ତହୁଁ ବାର୍ତ୍ତାବହମାନେ ଅହସିଯଙ୍କୁ କହିଲେ, "ଜଣେ ଲୋକ ଆମ୍ଭକୁ ସାକ୍ଷାତ କରିବାକୁ ଆସିଲେ ଓ କହିଲେ, ତୁମ୍ଭ ରାଜାଙ୍କ ପାଖକୁ ଫରେିୟାଅ ଓ ତାଙ୍କୁ କୁହ, ସଦାପ୍ରଭୁ କୁହନ୍ତି, 'ଇଶ୍ରାୟେଲ ରେ କ'ଣ ପରମେଶ୍ବର ନାହାଁନ୍ତି? ତବେେ ତୁମ୍ଭେ କାହିଁକି ବାର୍ତ୍ତାବହମାନଙ୍କୁ ଇକୋର୍ଣର ଦବେତା ବାଲ-ସବୂବଙ୍କୁ ପଗ୍ଭରିବାକୁ ପଠାଇଅଛ? ତେଣୁ ତୁମ୍ଭେ ଆଉ ଶୟ୍ଯାରୁ ଉଠିବ ନାହିଁ, ସହେିଠା ରେ ମରିବ।"'
|