23 |
" ହେ ସଦାପ୍ରଭୁ, ଇଶ୍ରାୟେଲର ପରମେଶ୍ବର, ସ୍ବର୍ଗ କି ପୃଥିବୀ ରେ ତୁମ୍ଭ ତୁଲ୍ଯ ସଦାପ୍ରଭୁ କହେି ନାହାଁନ୍ତି। ତୁମ୍ଭେ ଇଶ୍ରାୟେଲର ସମସ୍ତ ଲୋକମାନଙ୍କ ସହିତ ଏକ ନିଯମ କରିଥିଲ କାରଣ ତୁମ୍ଭେ ସମାନଙ୍କେୁ ପ୍ ରମେ କର। ତୁମ୍ଭେ ତୁମ୍ଭର ନିଯମ ରକ୍ଷା କରିଅଛ। ଯେଉଁମାନେ ତୁମ୍ଭକୁ ସର୍ବାନ୍ତଃକରଣ ରେ ଅନୁସରଣ କରନ୍ତି ତୁମ୍ଭେ ସମାନଙ୍କେ ପ୍ରତି ଦୟାଳୁ ଓ ବିଶ୍ବସ୍ତ ହାଇେଥାଅ।
|
25 |
ତୁମ୍ଭେ ମାେ ପିତା ଆପଣା ଦାସ ଦାଉଦଙ୍କୁ କହିଥିଲ, 'ତୁମ୍ଭେ ଯେପରି ଆମ୍ଭର ଆଜ୍ଞା ପାଳନ କରି ଆମ୍ଭର ଆଜ୍ଞା ଓ ନିଯମକୁ ଅନୁସରଣ କରୁଛ, ଯଦି ତୁମ୍ଭର ପୁତ୍ରମାନେ ସହେିପରି କରନ୍ତି ଓ ସତର୍କତା ଭାବରେ ଆମ୍ଭକୁ ଅନୁସରଣ କରନ୍ତି, ତବେେ ଇଶ୍ରାୟେଲ ସିଂହାସନ ରେ ତୁମ୍ଭ ବଂଶରୁ ସର୍ବଦା ଇଶ୍ରାୟେଲ ଉପରେ ରାଜ୍ଯ କରିବ। ହେ ସଦାପ୍ରଭୁ, ଇଶ୍ରାୟେଲର ପରମେଶ୍ବର, ତୁମ୍ଭେ ତୁମ୍ଭର ସହେି ବାକ୍ଯ ଏବେ ସଫଳ କର।'
|