6 |
କଠାେରୀଗୁଡିକ ମନ୍ଦିରର କାନ୍ଥକୁ ଲାଗିଥିଲା। କିନ୍ତୁ ସଗେୁଡିକର କଢିକାଠଗୁଡିକ କାନ୍ଥ ଭିତରକୁ ଲାଗି ନଥିଲା। ସହେି ମନ୍ଦିରର କାନ୍ଥଟି ଉପରକୁ ସରୁ ହାଇେ ୟାଇଥିଲା। କୋଠରୀକୁ ଲାଗିଥିବା କାନ୍ଥଗୁଡିକ ଏହାର ମୂଳ କାନ୍ଥରୁ ସରୁ ଥିଲା। ତଳ ମହଲାର କଠାେରୀଗୁଡିକ ପାଞ୍ଚ ହାତ ଓସାର, ପ୍ରଥମ ମହଲାର କଠାେରୀଗୁଡିକ ଛଅ ହାତ ଓସାର ବିଶିଷ୍ଟ ଓ ଦ୍ବିତୀୟ ମହଲାର କଠାେରୀଗୁଡିକ ସାତ ହାତ ବିଶିଷ୍ଟ ଥିଲା।
|
21 |
ଶ ଲୋମନ ଶୁଦ୍ଧ ସୁବର୍ଣ୍ଣ ରେ ଏହି କଠାେରୀକୁ ଆଚ୍ଛାଦନ କଲେ। ସେ ସମ୍ମୁଖ ରେ ଏକ ଧୂପବଦେି ନିର୍ମାଣ କଲେ। ଏହି ବଦେିଟି ଏହି କଠାେରୀ ସମ୍ମୁଖ ରେ ନିର୍ମିତ କଲେ। ଏହି ବଦେିଟି ଏହି କୋଠରୀ ସମ୍ମୁଖ ରେ ନିର୍ମିତ ହେଲା। ଏହାକୁ ସୁବର୍ଣ୍ଣ ରେ ଆବୃତ କରାଗଲା ଓ ଏହାର ଗ୍ଭରିପଟେ ସୁବର୍ଣ୍ଣ ଜଞ୍ଜିରମାନ ଗୁଡାଇଲେ। କିରୁବ ଦୂତମାନଙ୍କର ଦୁଇଟି ପ୍ରତିମୂର୍ତ୍ତି ସହେି ଗର୍ଭାଗାର ରେ ରହିଲା ଓ ସଗେୁଡିକ ମଧ୍ଯ ସୁବର୍ଣ୍ଣ ମଣ୍ତିତ ହେଲା।
|