19 |
ଆସା ଏହିବାର୍ତ୍ତା ପଠାଇଲେ କହିଲେ, "ମାରେ ପିତା ଓ ତୁମ୍ଭ ମଧିଅରେ ଶାନ୍ତିର ଚୁକ୍ତି ହାଇେଥିଲା। ବର୍ତ୍ତମାନ ମୁଁ ମଧ୍ଯ ତୁମ୍ଭ ସହିତ ସହେି ଶାନ୍ତିର ଚୁକ୍ତି ଗ୍ଭ ହେଁ। ମୁଁ ତୁମ୍ଭ ନିକଟକୁ ସୁନା ଓ ରୂପାର ଭଟେି ପଠାଉଛି। ଦୟାକରି ଇଶ୍ରାୟେଲର ରାଜା ବାଶାଙ୍କ ସହିତ ତୁମ୍ଭର ଯେଉଁ ସନ୍ଧି ରହିଛି ତାହାକୁ ଭଙ୍ଗ କର, ତାହାହେଲେ ସେ ମାେ ରାଜ୍ଯ ଛାଡି ଗ୍ଭଲିୟିବ।"
|