26 |
ଏହା ଶୁଣିକି ବୃଦ୍ଧ ଭବିଷ୍ଯଦ୍ବକ୍ତା ୟିଏ ପରମେଶ୍ବରଙ୍କ ଲୋକକୁ ଫରୋଇ ଆଣି ଥିଲେ, ଏବଂ ତାକୁ ଖାଦ୍ୟ ଓ ଜଳ ଦଇେଥିଲେ, ସେ କହିଲେ, "ସଦାପ୍ରଭୁଙ୍କ ଆଜ୍ଞାକୁ ଅବମାନନା କଲା, ତେଣୁ ସଦାପ୍ରଭୁ ତାକୁ ସିଂହ ଦ୍ବାରା ବଧ କରାଇଲେ। ଏହା ସଦାପ୍ରଭୁଙ୍କ ବାକ୍ଯ ଅନୁସାରେ ହେଲା। ଯେଉଁଟାକି ସେ ତାକୁ କହିଥିଲେ।"
|