14 |
ପୁଣି ୟୁବ ବନ୍ଧୁମାନଙ୍କ ମନ୍ତ୍ରଣାନୁସା ରେ ସେ ଲୋକମାନଙ୍କୁ କହିଲେ, "ମାରେ ପିତା ଯେତିକି କାର୍ୟ୍ଯ ଦେଉଥିଲେ ମୁଁ ତା' ଅପେକ୍ଷା ଆହୁରି ଅଧିକ କାର୍ୟ୍ଯ ଦବେି। ସେ ତୁମ୍ଭମାନଙ୍କୁ କୋରଡା ରେ ଶାସ୍ତି ଦେଉଥିଲେ, ମାତ୍ର ମୁଁ ତୁମ୍ଭମାନଙ୍କୁ ତିକ୍ଷ୍ଣ କୋରଡା ରେ ଶାସ୍ତି ଦବେି, ଯାହାର ଆଘାତ ବିଛା କାମୁଡିଲା ପରି ୟନ୍ତ୍ରଣା ଦାୟକ ଏବଂ ତୁମ୍ଭମାନେେ ଆଘାତ ରେ କ୍ଷତାକ୍ତ ହବେ।"
|
16 |
ସେତବେେଳେ ସମଗ୍ର ଇଶ୍ରାୟେଲ ଦେଖିଲେ ଯେ ନୂଆରାଜା ସମାନଙ୍କେ କଥା ଶୁଣିଲେ ନାହିଁ। ତେଣୁ ସମାନେେ ରାଜାଙ୍କୁ ଉତ୍ତର କରି କହିଲେ, "ଆମ୍ଭମାନେେ କ'ଣ ଦାଉଦ ସାମ୍ରାଜ୍ଯର ଏକ ଅଂଶ? ଆମ୍ଭେ ୟିଶୀର କିଛି ଭୂମି ପାଉ କି? ନା, ତେଣୁ ଇଶ୍ରାୟେଲ ଲୋକମାନେ ନିଜ ନିଜ ଘରକୁ ଫରେି ୟାଅ। ଦାଉଦଙ୍କ ପୁତ୍ରଙ୍କୁ ତାଙ୍କ ଲୋକମାନଙ୍କୁ ଶାସନ କରିବାକୁ ଦିଅ।" ତେଣୁ ଇଶ୍ରାୟେଲର ଲୋକମାନେ ସମାନଙ୍କେର ଘରକୁ ଫରେି ଗଲେ।
|