9 |
ମୁ ବର୍ତ୍ତମାନ ଏହି ପ୍ରତିଜ୍ଞା କରୁଅଛି। ମୁ ବର୍ତ୍ତମାନ ନିଶ୍ଚିଚ ହେଉଅଛି ଯେ, ପରମେଶ୍ବର ଯାହା କହିଥିଲେ, ତାହା ଘଟିବାକକ୍ସ୍ଟ ଯାଉଛି। ସଦାପ୍ରଭୁ କହିଥିଲେ, ଯେ ସେ ଶାଉଲ ବଂଶଠାରକ୍ସ୍ଟ ରାଜ ସିଂହାସନ ନଇେ ଦାଉଦଙ୍କକ୍ସ୍ଟ ଦବେେ। ସଦାପ୍ରଭୁ ଦାଉଦଙ୍କକ୍ସ୍ଟ ୟିହକ୍ସ୍ଟଦା ଏବଂ ଇଶ୍ରାୟେଲର ରାଜା କରିବେ। ସେ ଦାନଠାରକ୍ସ୍ଟ ବେର୍ଶବୋ ପର୍ୟ୍ଯନ୍ତ ଶାସନ କରିବେ। ଏବଂ ମୁ ଭାବକ୍ସ୍ଟଛି, ସଦାପ୍ରଭୁ ମାେ ଉପରେ ଅନ୍ଯାଯ କରିବେ ଯଦି ମୁ ତାହା ନକରେ।"
|
21 |
ଅବନର ଦାଉଦଙ୍କକ୍ସ୍ଟ କହିଲେ, " ହେ ମାରେ ପ୍ରଭକ୍ସ୍ଟ ମହାରାଜ, ମାେତେ ୟିବାକକ୍ସ୍ଟ ଦିଅ, ଏବଂ ସମସ୍ତ ଇଶ୍ରାୟେଲୀୟମାନଙ୍କୁ ତକ୍ସ୍ଟମ୍ଭ ସମ୍ମକ୍ସ୍ଟଖକକ୍ସ୍ଟ ଆଣିବାକକ୍ସ୍ଟ ଦିଅ। ତା'ପରେ ସମାନେେ ତକ୍ସ୍ଟମ୍ଭ ସମ୍ମକ୍ସ୍ଟଖ ରେ ଏକ ଚକ୍ସ୍ଟକ୍ତି କରିବେ। ଏବଂ ଆପଣ ସମଗ୍ର ଇଶ୍ରାୟେଲର ରାଜା ହବେେ। ଏବଂ ଆପଣଙ୍କ ଇଛା ମତେ ରାଜତ୍ବ କରିବେ।" ତେଣୁ ଦାଉଦ ଅବନରକକ୍ସ୍ଟ ୟିବାକକ୍ସ୍ଟ ଅନକ୍ସ୍ଟମତି ଦେଲେ ଏବଂ ଅବନର ଶାନ୍ତି ରେ ଉକ୍ତ ସ୍ଥାନ ପରିତ୍ଯାଗ କଲେ।
|