3 |
ଲୋକମାନେ କହିଲେ, "ଆପଣ ଆମ ସହିତ ନିଶ୍ଚଯ ଯିବେ ନାହିଁ। କାରଣ ଆମ୍ଭମାନେେ ପଳାଇଲେ ଅବଶା ଲୋମର ଲୋକମାନେ ଆମ୍ଭମାନଙ୍କ ପାଇଁ ଖାତିର କରିବେ ନାହିଁ। ଆମ୍ଭମାନଙ୍କରକ୍ସ୍ଟ ଅର୍ଦ୍ଧକେ ମୃତକ୍ସ୍ଟ୍ଯବରଣ କଲେ ହେଁ, ସମାନେେ ଆମ୍ଭମାନଙ୍କ ପାଇଁ ଚିନ୍ତା କରିବେ ନାହିଁ। ମାତ୍ର ଆପଣ ଆମ୍ଭମାନଙ୍କର 10,000 ସହିତ ସମାନ। ତେଣୁ ଏହା ଉତ୍ତମ ଯେ, ଆପଣ ଏହି ନଗର ରେ ସାହାୟ୍ଯ ପାଇଁ ରକ୍ସ୍ଟହନ୍ତକ୍ସ୍ଟ।"
|
9 |
ଅବଶା ଲୋମ ଦାଉଦଙ୍କର ଅଧିକାରୀମାନଙ୍କ ସହିତ ଦଖାେ ହେଲା। ସେ ସମୟରେ ଅବଶା ଲୋମ ଖଚର ଉପରେ ଚଢି ଥିଲା। ସେ ଯେତବେେଳେ ଖଚର ରେ ଆରୋହଣ କରୁଥିଲା, ସେ ଖସିୟିବା ପାଇଁ ଗ୍ଭହକ୍ସ୍ଟଁଥିଲା ସମୟରେ ଏକ ବିରାଟ ଆଲୋନ୍ ବୃକ୍ଷ ରେ ତା'ର ମକ୍ସ୍ଟଣ୍ତ ଧକ୍କା ହେଲା ଏବଂ ବାଳଗକ୍ସ୍ଟଡାକ ଗଛ ଡାଳ ରେ ଲାଗି ଭୂମିର ଉପରେ ଝକ୍ସ୍ଟଲି ରହିଲା। ଯେତବେେଳେ ଖଚରଟି ସହେି ବାଟେ ଦୌଡିଥିଲା।
|
12 |
ସେ ଲୋକଟି ଯୋୟାବକକ୍ସ୍ଟ କହିଲା, "ମୁ ସେ ରାଜପକ୍ସ୍ଟତ୍ରକକ୍ସ୍ଟ ମାରି ପାରି ନ ଥାନ୍ତି, ମାେତେ ଆପଣ ଯେତେ ଧନ ଦେଲବେି। ବା 1,000 ଖଣ୍ତ ରୂପା ଦେଲେ ମଧ୍ଯ ଏକାର୍ୟ୍ଯ ଅସମ୍ଭବ। କାହିଁକି? କାରଣ ଆମ୍ଭମାନେେ ରାଜାଙ୍କର ଆଦେଶ ତକ୍ସ୍ଟମ୍ଭ ପ୍ରତି, ଅବୀଶଯ ପ୍ରତି ଓ ଇତ୍ତଯ ପ୍ରତି ଶକ୍ସ୍ଟଣିଥିଲକ୍ସ୍ଟ। ରାଜାଙ୍କର ଆଦେଶ ଥିଲା, 'ସାବଧାନ, ଅବଶା ଲୋମକକ୍ସ୍ଟ ଆଘାତ କର ନାହିଁ।'
|
33 |
ଏହାପରେ ରାଜା ଜାଣିଗଲେ ଯେ ଅବଶାଲୋମ ମୃତ। ରାଜା ଦକ୍ସ୍ଟଃଖ ରେ ଭାଙ୍ଗି ପଡିଲେ, ସେ ନଗର ଦ୍ବାର ଉପରିସ୍ଥ କୋଠରୀକକ୍ସ୍ଟ ୟାଇ କ୍ରନ୍ଦନ କଲେ। ସେ କଠାେରୀ ରେ ଏପଟରକ୍ସ୍ଟ ସପଟେ କ୍ରନ୍ଦନ କରି କରି ବକ୍ସ୍ଟଲକ୍ସ୍ଟଥାନ୍ତି। ସେ କହକ୍ସ୍ଟଥିଲେ, " ହେ ମାରେ ପକ୍ସ୍ଟତ୍ର ଅବଶା ଲୋମ, ମାରେ ପକ୍ସ୍ଟତ୍ର ଅବଶା ଲୋମ, ମୁ ଆଶା କରୁଥିଲି ମୁ ତକ୍ସ୍ଟମ୍ଭ ବଦଳ ରେ ମରିଥାନ୍ତି କି! ହାୟ ମାରେ ପକ୍ସ୍ଟତ୍ର ଅବଶା ଲୋମ ମାରେ ପକ୍ସ୍ଟତ୍ର, ଅବଶାଲୋମ।"
|