10 |
ମାତ୍ର ଯୋୟାବର ହସ୍ତସ୍ଥିତ ଖଡ୍ଗ ପ୍ରତି ଅମାସା କିଛି ଦୃଷ୍ଟି ଦଲୋ ନାହିଁ। ଏବଂ ଯୋୟାବ ସହେି ଖଡ୍ଗ ରେ ତା'ର ଉଦରକକ୍ସ୍ଟ ଆଘାତ କରି ତାହାର ଅନ୍ତବକ୍ସ୍ଟଜକ୍ସ୍ଟଳି କାଢି ଭୂମିରେ ପକାଇ ଦଲୋ। ସେ ଦ୍ବିତୀୟ ଥର ଆଘାତ କଲା ନାହିଁ। ସେଥି ରେ ହିଁ ସେ ମରି ୟାଇଥିଲା। ତା'ପରେ ଯୋୟାବ ଏବଂ ତାହାର ଭାଇ ଅବୀଶଯ ବିଖ୍ରିର ପକ୍ସ୍ଟତ୍ର ପଛ ରେ ଗୋଡ଼ାଇବାକକ୍ସ୍ଟ ଆରମ୍ଭ କଲେ।
|
12 |
ସେ ସମୟରେ ଅମାସା ରାଜପଥ ମଧିଅରେ ନିଜ ରକ୍ତ ରେ ଲଟପଟ ହାଇେ ପଡିଥିଲା। ପକ୍ସ୍ଟଣି ସହେି ୟକ୍ସ୍ଟବକ ସମସ୍ତ ଲୋକଙ୍କକ୍ସ୍ଟ ଠିଆ ହବୋର ଦେଖି ଅମାସାକକ୍ସ୍ଟ ରାଜପଥରକ୍ସ୍ଟ କ୍ଷେତ୍ରକକ୍ସ୍ଟ ନଇଗେଲା। ତା'ପରେ ସେ ତାହା ଉପରେ ଏକ ବସ୍ତ୍ର ଘୋଡାଇ ଦଲୋ। ଯେତେ ଲୋକ ତା'ର ନିକଟ ଦଇେ ଆସିଲେ, ପ୍ରେତ୍ୟକକକକ୍ସ୍ଟ ଠିଆ ହବୋର ଦେଖନ୍ତେ ସେ ତାହା ଉପରେ ଖଣ୍ଡେ ବସ୍ତ୍ର ପକାଇ ଦଲୋ।
|