ଓଡିଆ ବାଇବଲ |
ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
Tamil Bible
English Bible
Hebrew Bible
Greek Bible
Malayalam Bible
Hindi Bible
Telugu Bible
Kannada Bible
Bengali Bible
Marathi Bible
Gujarati Bible
Punjabi Bible
Urdu Bible
ଅଧିକ
ଓଲ୍ଡ ଷ୍ଟେଟାମେଣ୍ଟ
ଆଦି ପୁସ୍ତକ
ଯାତ୍ରା ପୁସ୍ତକ
ଲେବୀୟ ପୁସ୍ତକ
ଗଣନା ପୁସ୍ତକ
ଦିତୀୟ ବିବରଣ
ଯିହୋଶୂୟ
ବିଚାରକର୍ତାମାନଙ୍କ ବିବରଣ
ରୂତର ବିବରଣ
ପ୍ରଥମ ଶାମୁୟେଲ
ଦିତୀୟ ଶାମୁୟେଲ
ପ୍ରଥମ ରାଜାବଳୀ
ଦିତୀୟ ରାଜାବଳୀ
ପ୍ରଥମ ବଂଶାବଳୀ
ଦିତୀୟ ବଂଶାବଳୀ
ଏଜ୍ରା
ନିହିମିୟା
ଏଷ୍ଟର ବିବରଣ
ଆୟୁବ ପୁସ୍ତକ
ଗୀତସଂହିତା
ହିତୋପଦେଶ
ଉପଦେଶକ
ପରମଗୀତ
ଯିଶାଇୟ
ଯିରିମିୟ
ଯିରିମିୟଙ୍କ ବିଳାପ
ଯିହିଜିକଲ
ଦାନିଏଲ
ହୋଶେୟ
ଯୋୟେଲ
ଆମୋଷ
ଓବଦିୟ
ଯୂନସ
ମୀଖା
ନାହୂମ
ହବକକୂକ
ସିଫନିୟ
ହଗୟ
ଯିଖରିୟ
ମଲାଖୀ
ନ୍ୟୁ ଷ୍ଟେଟାମେଣ୍ଟ
ମାଥିଉଲିଖିତ ସୁସମାଚାର
ମାର୍କଲିଖିତ ସୁସମାଚାର
ଲୂକଲିଖିତ ସୁସମାଚାର
ଯୋହନଲିଖିତ ସୁସମାଚାର
ରେରିତମାନଙ୍କ କାର୍ଯ୍ୟର ବିବରଣ
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର
ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର
ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍
ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର
କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍
ତୀତସଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍
ଫିଲୀମୋନଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ର
ଏବ୍ରୀମାନଙ୍କ ନିକଟକୁ ପତ୍ର
ଯାକୁବଙ୍କ ପତ୍
ପିତରଙ୍କ ପ୍ରଥମ ପତ୍
ପିତରଙ୍କ ଦିତୀୟ ପତ୍ର
ଯୋହନଙ୍କ ପ୍ରଥମ ପତ୍ର
ଯୋହନଙ୍କ ଦିତୀୟ ପତ୍
ଯୋହନଙ୍କ ତୃତୀୟ ପତ୍ର
ଯିହୂଦାଙ୍କ ପତ୍ର
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ
Search
The Book of Moses
Old Testament History
The Wisdom Books
ପ୍ରମୁଖ ଭବିଷ୍ୟଦ୍ବକ୍ତାମାନେ |
ଛୋଟ ଭବିଷ୍ୟଦ୍ବକ୍ତାମାନେ |
Gospels of Jesus Christ
New Testament History
Paul's Epistles
ସାଧାରଣ ଚିଠି |
Endtime Epistles
Synoptic Gospel
Fourth Gospel
Tamil Bible
English Bible
Hebrew Bible
Greek Bible
Malayalam Bible
Hindi Bible
Telugu Bible
Kannada Bible
Bengali Bible
Marathi Bible
Gujarati Bible
Punjabi Bible
Urdu Bible
ଅଧିକ
ଆଦି ପୁସ୍ତକ 8:19
ଆଦି ପୁସ୍ତକ
ଯାତ୍ରା ପୁସ୍ତକ
ଲେବୀୟ ପୁସ୍ତକ
ଗଣନା ପୁସ୍ତକ
ଦିତୀୟ ବିବରଣ
ଯିହୋଶୂୟ
ବିଚାରକର୍ତାମାନଙ୍କ ବିବରଣ
ରୂତର ବିବରଣ
ପ୍ରଥମ ଶାମୁୟେଲ
ଦିତୀୟ ଶାମୁୟେଲ
ପ୍ରଥମ ରାଜାବଳୀ
ଦିତୀୟ ରାଜାବଳୀ
ପ୍ରଥମ ବଂଶାବଳୀ
ଦିତୀୟ ବଂଶାବଳୀ
ଏଜ୍ରା
ନିହିମିୟା
ଏଷ୍ଟର ବିବରଣ
ଆୟୁବ ପୁସ୍ତକ
ଗୀତସଂହିତା
ହିତୋପଦେଶ
ଉପଦେଶକ
ପରମଗୀତ
ଯିଶାଇୟ
ଯିରିମିୟ
ଯିରିମିୟଙ୍କ ବିଳାପ
ଯିହିଜିକଲ
ଦାନିଏଲ
ହୋଶେୟ
ଯୋୟେଲ
ଆମୋଷ
ଓବଦିୟ
ଯୂନସ
ମୀଖା
ନାହୂମ
ହବକକୂକ
ସିଫନିୟ
ହଗୟ
ଯିଖରିୟ
ମଲାଖୀ
ମାଥିଉଲିଖିତ ସୁସମାଚାର
ମାର୍କଲିଖିତ ସୁସମାଚାର
ଲୂକଲିଖିତ ସୁସମାଚାର
ଯୋହନଲିଖିତ ସୁସମାଚାର
ରେରିତମାନଙ୍କ କାର୍ଯ୍ୟର ବିବରଣ
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର
ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର
ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍
ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର
କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍
ତୀତସଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍
ଫିଲୀମୋନଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ର
ଏବ୍ରୀମାନଙ୍କ ନିକଟକୁ ପତ୍ର
ଯାକୁବଙ୍କ ପତ୍
ପିତରଙ୍କ ପ୍ରଥମ ପତ୍
ପିତରଙ୍କ ଦିତୀୟ ପତ୍ର
ଯୋହନଙ୍କ ପ୍ରଥମ ପତ୍ର
ଯୋହନଙ୍କ ଦିତୀୟ ପତ୍
ଯୋହନଙ୍କ ତୃତୀୟ ପତ୍ର
ଯିହୂଦାଙ୍କ ପତ୍ର
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36
37
38
39
40
41
42
43
44
45
46
47
48
49
50
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
Notes
No Verse Added
History
ଆଦି ପୁସ୍ତକ 8:19 (09 02 am)
ଆମ ବିଷୟରେ
Contact Us
ଆଦି ପୁସ୍ତକ 8:19
1
ପରମେଶ୍ବର
ନୋହ
ଏବଂ
ତାଙ୍କ
ସହିତ
ଜାହାଜ
ରେ
ଥିବା
ସମସ୍ତ
ଜୀବିତ
ପ୍ରାଣୀକୁ
ମନେ
ପକାଇଲେ।
ପରମେଶ୍ବର
ପୃଥିବୀ
ଉପରେ
ପବନ
ବୁହାଇଲେ
ଏବଂ
ବନ୍ଯା
ଜଳ
କମିଗଲା।
2
ଆକାଶରୁ
ବର୍ଷା
ପଡ଼ିବା
ବନ୍ଦ
ହାଇଗେଲା
ଏବଂ
ଧରିତ୍ରୀ
ତଳେ
ଜଳଷୋର୍ତ
ବନ୍ଦ
ହାଇଗେଲା।
ଆକାଶସ୍ଥ
ଦ୍ବାର
ସକଳ
ବନ୍ଦ
ହାଇଗେଲା।
3
ପୃଥିବୀକୁ
ଆଚ୍ଛାଦନ
କରିଥିବା
ପାଣି
ତଳକୁ
ତଳକୁ
ଚାଲିଗଲା।ଏବଂ
15
0ଦିନପରେ
ଜଳ
ପତ୍ତନ
ଧି
ରଧେି
ରେ
କମିଗଲା।
ଏହାପରେ
ସପ୍ତଦଶ
ମାସର
ସପ୍ତଦଶ
ଦିନ
ରେ
ଆରାରଟ
ପର୍ବତ
ଉପରେ
ଜାହାଜ
ଲାଗି
ରହିଲା।
4
5
ଏହିପରି
ଦଶମମାସ
ପର୍ୟ୍ଯନ୍ତ
ଜଳ
କ୍ରମଶଃ
କମିଲା।
ସହେି
ଦଶମ
ମାସର
ପ୍ରଥମ
ଦିନ
ରେ
ପର୍ବତଗଣର
ଶୃଂଗ
ଦଖାଗେଲା।
6
ଏହାପରେ
ଆହୁରି
ଚ଼ାଳିଶ
ଦିନ
ୟିବାପରେ
ନୋହ
ଜାହାଜର
ଝରକା
ଫିଟାଇ
ଦେଲେ।
7
ତା'ପରେ
ନୋହ
ଏକ
କାଉକୁ
ଆକାଶ
ଉପରେ
ଉଡ଼ାଇ
ଦେଲେ।
ସହେି
କାଉଟି
ପାଣି
ଛାଡ଼ି
ଭୂମି
ଶୁଖିବା
ପର୍ୟ୍ଯନ୍ତ
ଏକ
ସ୍ଥାନରୁ
ଅନ୍ୟ
ସ୍ଥାନକୁ
ଉଡ଼ିଲା।
8
ପୁନଶ୍ଚ
ନୋହ
ଏକ
କପୋତକୁ
ଛାଡ଼ିଲେ,
ଜାଣିବା
ପାଇଁ
ସବୁ
ଜଳ
ପୃଥିବୀରୁ
ଶୁଖି
ଗଲାଣି
କି
ନାହିଁ।
9
ସହେି
କପୋତଟି
କୌଣସିଠା
ରେ
ବିଶ୍ରାମ
ନବୋକୁ
ସ୍ଥାନ
ନପାଇ
ଫରେିଆସିଲା।
କାରଣ
ସେ
ପର୍ୟ୍ଯନ୍ତ
ପୃଥିବୀ
ଉପରେ
ଜଳରାଶି
ବୁଡ଼ି
କରିଥିଲା।
ନୋହ
ହାତ
ବଢ଼ାଇ
କପୋତକୁ
ଧରି
ଜାହାଜ
ମଧ୍ଯକୁ
ନେଲେ।
10
ସାତଦିନ
ପରେ,
ନୋହ
ଜାହାଜରୁ
ପୂନର୍ବାର
କପୋତକୁ
ପଠାଇଲେ।
11
ସହେି
ଦିନ
ସଂଧ୍ଯା
ସମୟରେ
ସହେି
କପୋତଟି
ତା'ର
ଥଣ୍ଟ
ରେ
ଏକ
ତାଜା
ଜୀତ
ଅଲିଭ୍
ଗଛର
ପତ୍ର
ଧରି
ଆସିଥିଲା।
ନୋହ
ଏଥିରୁ
ଜାଣିଲେ
ଯେ
ପୃଥିବୀ
ଉପରୁ
ଜଳ
କ୍ରମଶଃ
ଛାଡ଼ି
ୟାଇଅଛି।
12
ସାତଦିନ
ଗଲାପରେ
ନୋହ
ଜାହାଜରୁ
ପୂନର୍ବାର
କପୋତକୁ
ପଠାଇଲେ।
କିନ୍ତୁ
କପୋତ
ଆଉ
ଫରେିଲା
ନାହିଁ।
13
ଏହାପରେ,
ନୋହ
ଜାହାଜର
ଦ୍ବାର
ଖାଲିେଲେ।
ନୋହ
ଦେଖିଲେ
ଯେ,
ଭୂମି
ପୁରା
ଶୁଖି
ୟାଇଛି।
ଏହାଥିଲା
ପ୍ରଥମ
ମାସର
ପ୍ରଥମ
ଦିବସ।
ନୋହକୁ
ସେତବେେଳେ
601
ବର୍ଷ
ହାଇେଥିଲା।
14
ଦ୍ବିତିଯ
ମାସର
ଶତାଇଶ
ଦିନ
ବଳକେୁଭୂମି
ପୁରା
ଶୁଖିୟାଇଥିଲା
15
ଏହାପରେ
ପରମେଶ୍ବର
ନୋହଙ୍କୁ
କହିଲେ,
16
"ଜାହାଜକୁ
ପରିତ୍ଯାଗ
କର,
ତୁମ୍ଭେ
ତୁମ୍ଭର
ସ୍ତ୍ରୀ,
ତୁମ୍ଭର
ପୁତ୍ର
ଓ
ପୁତ୍ରବଧୂମାନଙ୍କୁ
ବାହାରି
ଆସିବାକୁ
କୁହ
17
ତୁମ୍ଭ
ସହିତ
ସମସ୍ତ
ପଶୁଗୁଡିକୁ
ବାହାର
କରି
ଆଣ
।
ସମସ୍ତ
ପଶୁ,
ସମସ୍ତ
ପକ୍ଷୀ,
ସମସ୍ତ
ଭୂଚର
ପ୍ରାଣୀ
ସମାନେେ
ପୃଥିବୀକୁ
ପରିପୂର୍ଣ୍ଣ
କରନ୍ତୁ।
ପୁଣି
ପୃଥିବୀ
ଫଳବନ୍ତ
ହେଉ।"
18
ତେଣୁ
ନୋହ
ତା'ର
ସ୍ତ୍ରୀ
ଓ
ତା'ର
ପୁତ୍ର
ଓ
ପୁତ୍ରବଧୂମାନଙ୍କ
ସହିତ
ବାହାରକୁ
ପଳାଇ
ଆସିଲେ।
19
ସମସ୍ତ
ପଶୁ
ଏବଂ
ସମସ୍ତ
ଭୂମିରେ
ଗୁରୁଣ୍ଡୁଥିବା
ଜୀବିତ
ପ୍ରାଣୀମାନେ
ଏବଂ
ସମସ୍ତ
ପକ୍ଷୀ
ତାଙ୍କର
ପରିବାର
ସହିତ
ଜାହାଜରୁ
ବାହାରି
ଆସିଲେ।
20
ଏହାପରେ
ନୋହ
ସଦାପ୍ରଭୁଙ୍କ
ଉଦ୍ଦେଶ୍ଯ
ରେ
ଏକ
ୟଜ୍ଞବଦେୀ
ସ୍ଥାପନ
କଲେ।
ନୋହ
ସେଥି
ରେ
ଶୁଚ଼ିପଶୁ
ଓ
ପକ୍ଷୀମାନଙ୍କୁ
ସଦାପ୍ରଭୁଙ୍କ
ଉଦ୍ଦେଶ୍ବ
ରେ
ନବୈେଦ୍ଯ
ଦେଲେ।
21
ତହିଁରେ
ସଦାପ୍ରଭୁ
ସମାନଙ୍କେର
ବଳିଦାନକୁ
ଆଘ୍ରାଣ
କଲେ
ଏବଂ
ନିଜେ
ମନେ
ମନେ
ଚ଼ିନ୍ତା
କଲେ,
"ପୃଥିବୀକି
ଅଭିଶାପ
ଦବୋ
ନାହିଁ।
ଯଦିଓ
ବାଲ୍ଯାକାଳରୁ
ମନୁଷ୍ଯର
ମନର
ଅଭିପ୍ରାଯ
ଓ
ପ୍ରବଣତା
ମନ୍ଦ,
ତଥାପି
ଆଉ
କବେେ
ହେଲ
ସମସ୍ତ
ଜୀବଙ୍କୁ
ବିନଷ୍ଟ
କରିବି
ନାହିଁ,
ଯେପରି
ମୁଁ
ପୂର୍ବରୁ
କଲି।
22
ଯେ
ପର୍ୟ୍ଯନ୍ତ
ପୃଥିବୀ
ରହିଛି,
ସପେର୍ୟ୍ଯନ୍ତ
ବୁଣିବାର
ସମୟ
ଓ
ଅମଳ
କରିବାର
ସମୟ
ଥଣ୍ଡା
ଓ
ଗରମ,
ପୁଣି
ଗ୍ରୀଷ୍ମ
ଓ
ଶୀତକାଳ,
ଦିବସ
ଓ
ରାତ୍ରି
ଏସବୁ
ପୃଥିବୀ
ରେ
ଚ଼ାଲିଥିବ।"
Common Bible Languages
English Bible
Hebrew Bible
Greek Bible
South Indian Languages
Tamil Bible
Malayalam Bible
Telugu Bible
Kannada Bible
West Indian Languages
Hindi Bible
Gujarati Bible
Punjabi Bible
Other Indian Languages
Urdu Bible
Bengali Bible
Oriya Bible
Marathi Bible
×
Alert
×
oriya Letters Keypad References