11 |
ଅସରିଯ ହିଲକିଯଙ୍କ ପୁତ୍ର ଥିଲେ। ହିଲକିଯ ମଶୁଲ୍ଲମ୍ଙ୍କ ପୁତ୍ର ଥିଲେ। ମଶୁଲ୍ଲମ୍ ସାଦୋକ୍ଙ୍କ ପୁତ୍ର ଥିଲେ। ସାଦୋକ୍ ମରାଯୋତଙ୍କ ପୁତ୍ର ଥିଲେ। ମରାଯୋତ ଅହୀଟୂବ୍ଙ୍କ ପୁତ୍ର ଥିଲେ। ଅହୀଟୂବ୍ ପରମେଶ୍ବରଙ୍କ ମନ୍ଦିରର ସୁରକ୍ଷା ଦାଯିତ୍ବ ରେ ଥିବା ବିଶଷେ କାର୍ୟ୍ଯକାରୀ ଥିଲେ। ଆହୁରି ମଧ୍ଯ ସଠାେରେ ୟିରୋହମଙ୍କ ପୁତ୍ର ଅଦାଯା ଥିଲେ। ୟିରୋହମ୍ ପଶ୍ହୂରଙ୍କ ପୁତ୍ର ଥିଲେ।
|
19 |
ଶଲ୍ଲୁମ୍ କୋରହଙ୍କ ପୁତ୍ର ଥିଲେ। କୋରହ୍ ଅବୀଯାସଫ୍ଙ୍କ ପୁତ୍ର ଥିଲେ। ଅବୀଯାସଫ୍ କୋରିଙ୍କ ପୁତ୍ର ଥିଲେ। ଶଲ୍ଲୁମ୍ ଓ ତାଙ୍କର ଭ୍ରାତାମାନେ ଦ୍ବାରପାଳ ଥିଲେ। ସମାନେେ କୋରହ ପରିବାରବର୍ଗର ଥିଲେ। ସମାନେେ ମନ୍ଦିରର ସବୋ କାର୍ୟ୍ଯ ଦାଯିତ୍ବ ରେ ଥିଲେ। ସମାନେେ ପବିତ୍ର ତମ୍ବୁର ଦ୍ବାର ପ୍ରବେଶ ଦ୍ବାର ଜଗିବା କାର୍ୟ୍ଯ କରୁଥିଲେ। ସମାନେେ ଠିକ୍ ସହେିପରି କଲେ, ଯେପରି ସମାନଙ୍କେର ପୂର୍ବପୁରୁଷମାନେ ପବିତ୍ର ତମ୍ବୁର ପ୍ରବେଶ ଦ୍ବାର ଜଗିବା କାର୍ୟ୍ଯ କରୁଥିଲେ।
|