ଯିଖରିୟ 14 : 21 (ORV)
ହଁ, ଯିରୂଶାଲମର ଓ ଯିହୁଦାର ହାଣ୍ତିସବୁ ସୈନ୍ୟାଧିପତି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ହେବ; ଆଉ, ଯଜ୍ଞକାରୀ ସମସ୍ତେ ଆସି ସେହି ହାଣ୍ତି ମଧ୍ୟରୁ ନେଇ ତହିଁରେ ପାକ କରିବେ; ପୁଣି, ସେ ଦିନ ସୈନ୍ୟାଧିପତି ସଦାପ୍ରଭୁଙ୍କ ଗୃହରେ କିଣାନୀୟ କୌଣସି ଲୋକ ଆଉ ନ ଥିବ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21