ଯିଖରିୟ 11 : 17 (ORV)
ଯେଉଁ ଅକର୍ମଣ୍ୟ ପାଳକ ପଲ ତ୍ୟାଗ କରେ, ସେ ସନ୍ତାପର ପାତ୍ର! ତାହାର ବାହୁରେ ଓ ଦକ୍ଷିଣ ଚକ୍ଷୁରେ ଖଡ଼୍‍ଗ ପଡ଼ିବ; ତାହାର ବାହୁ ସମ୍ପୂର୍ଣ୍ଣ ରୂପେ ଶୁଷ୍କ ହେବ ଓ ତାହାର ଦକ୍ଷିଣ ଚକ୍ଷୁ ସର୍ବତୋଭାବେ ଅନ୍ଧକାରଗ୍ରସ୍ତ ହେବ ।

1 2 3 4 5 6 7 8 9 10 11 12 13 14 15 16 17