ରୂତର ବିବରଣ 2 : 14 (ORV)
ଭୋଜନ ସମୟରେ ବୋୟଜ ତାହାକୁ କହିଲା, ତୁମ୍ଭେ ଏଠାକୁ ଆସି ରୋଟୀ ଭୋଜନ କର ଓ ଆପଣା ରୋଟୀଖଣ୍ତ ଅମ୍ଳରସରେ ବୁଡ଼ାଅ; ତହିଁରେ ସେ ଶସ୍ୟଚ୍ଛେଦକମାନଙ୍କ ନିକଟରେ ବସିଲା; ପୁଣି (ବୋୟଜ) ତାହାକୁ ଭଜା ଶସ୍ୟ ଆଣି ଦେଲା; ତହିଁରେ ସେ ଭୋଜନ କରି ତୃପ୍ତ ହେଲା ଓ କିଛି ଅବଶିଷ୍ଟ ରଖିଲା ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23