ଗୀତସଂହିତା 81 : 1 (ORV)
ପ୍ରଧାନ ବାଦ୍ୟକର ନିମନ୍ତେ ଗିତ୍ତୀତ୍ ସ୍ଵରରେ ଆସଫର ଗୀତ । ଆମ୍ଭମାନଙ୍କ ବଳ ସ୍ଵରୂପ ପରମେଶ୍ଵରଙ୍କ ଉଦ୍ଦେଶ୍ୟରେ ଉଚ୍ଚସ୍ଵରରେ ଗାନ କର; ଯାକୁବର ପରମେଶ୍ଵରଙ୍କ ଉଦ୍ଦେଶ୍ୟରେ ଜୟଧ୍ଵନି କର ।

1 2 3 4 5 6 7 8 9 10 11 12 13 14 15 16