ଗୀତସଂହିତା 70 : 5 (ORV)
ମାତ୍ର ମୁଁ ଦରିଦ୍ର ଓ ଦୀନହୀନ; ହେ ପରମେଶ୍ଵର, ମୋʼ ପକ୍ଷରେ ସତ୍ଵର ହୁଅ; ତୁମ୍ଭେ ମୋହର ସହାୟ ଓ ଉଦ୍ଧାରକର୍ତ୍ତା ଅଟ; ହେ ସଦାପ୍ରଭୋ, ବିଳମ୍ଵ କର ନାହିଁ ।

1 2 3 4 5