ଗୀତସଂହିତା 133 : 1 (ORV)
ଆରୋହଣ ଗୀତ, ଦାଉଦଙ୍କ ରଚିତ । ଦେଖ, ଭାଇମାନେ ମିଳନରେ ଏକତ୍ର ବାସ କରିବା କିପରି ଉତ୍ତମ ଓ ମନୋହର!
ଗୀତସଂହିତା 133 : 2 (ORV)
ତାହା ମସ୍ତକରେ ବହୁମୂଲ୍ୟ ତୈଳ ସ୍ଵରୂପ, ଯାହା ଦାଢ଼ିରେ, ଅର୍ଥାତ୍, ହାରୋଣଙ୍କର ଦାଢ଼ିରେ ବହି ତାଙ୍କ ବସ୍ତ୍ରାଞ୍ଚଳରେ ପଡ଼ିଲା ।
ଗୀତସଂହିତା 133 : 3 (ORV)
ତାହା ହର୍ମୋଣର ଶିଶିର ତୁଲ୍ୟ, ଯାହା ସିୟୋନର ପର୍ବତଗଣ ଉପରେ କ୍ଷରି ପଡ଼େ । କାରଣ ସଦାପ୍ରଭୁ ସେଠାରେ ଆଶୀର୍ବାଦ, ହଁ, ଅନ; ଜୀବନ ଆଜ୍ଞା କଲେ ।

1 2 3

BG:

Opacity:

Color:


Size:


Font: