ଗୀତସଂହିତା 108 : 1 (ORV)
ଦାଉଦଙ୍କର ଗାନାର୍ଥକ ଗୀତ । ହେ ପରମେଶ୍ଵର, ମୋହର ଚିତ୍ତ ସୁସ୍ଥିର ଅଛି; ମୁଁ ଗାନ କରିବି, ହଁ, ମୁଁ ଆପଣା ଗୌରବ ସହିତ ପ୍ରଶଂସା ଗାନ କରିବି ।

1 2 3 4 5 6 7 8 9 10 11 12 13