ଗଣନା ପୁସ୍ତକ 12 : 6 (ORV)
ତେବେ ସେ କହିଲେ, ଆମ୍ଭର ବାକ୍ୟ ଶୁଣ; ଯେବେ ତୁମ୍ଭମାନଙ୍କ ମଧ୍ୟରେ କେହି ଭବିଷ୍ୟଦ୍ବକ୍ତା ଥାଏ, ତେବେ ଆମ୍ଭେ ସଦାପ୍ରଭୁ କୌଣସି ଦର୍ଶନ ଦ୍ଵାରା ତାହା ପ୍ରତି ଆପଣାକୁ ପ୍ରକାଶ କରିବା, ଆମ୍ଭେ ସ୍ଵପ୍ନ ଦ୍ଵାରା ତାହା ସହିତ କଥା କହିବା ।

1 2 3 4 5 6 7 8 9 10 11 12 13 14 15 16