ଲେବୀୟ ପୁସ୍ତକ 8 : 22 (ORV)
ଅନନ୍ତର ସେ ଅନ୍ୟ ମେଷ, ଅର୍ଥାତ୍, ପଦନି-ଯୋଗାର୍ଥକ ମେଷ ଆଣିଲେ, ତହିଁରେ ହାରୋଣ ଓ ତାଙ୍କର ପୁତ୍ରଗଣ ମେଷର ମସ୍ତକ ଉପରେ ହସ୍ତନିର୍ଭର ଦେଲେ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36