ବିଚାରକର୍ତାମାନଙ୍କ ବିବରଣ 4 : 18 (ORV)
ଏଥିରେ ଯାୟେଲ ସୀଷରାକୁ ଭେଟିବାକୁ ବାହାରେ ଯାଇ ତାହାକୁ କହିଲା, ହେ ମୋହର ପ୍ରଭୋ, ଭିତରକୁ ଆସନ୍ତୁ, ମୋହର କତିକି ଆସନ୍ତୁ, ଭୟ ନ କରନ୍ତୁ; ତହିଁରେ ସେ ତାହା ଆଡ଼କୁ ଫେରି ତମ୍ଵୁ ଭିତରକୁ ଯାଆନ୍ତେ, ସେ ଏକ କମ୍ଵଳରେ ତାହାକୁ ଘୋଡ଼ାଇ ରଖିଲା;

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24