ଯିରିମିୟ 19 : 1 (ORV)
ସଦାପ୍ରଭୁ ଏହି କଥା କହିଲେ, ତୁମ୍ଭେ ଯାଇ କୁମ୍ଭକାରର ଏକ ମୃତ୍ତିକା ପାତ୍ର କ୍ରୟ କର,ଣଆଉ ଲୋକମାନଙ୍କର କେତେକ ପ୍ରାଚୀନ ଲୋକଙ୍କୁ ଓ ଯାଜକମାନଙ୍କର କେତେକ ପ୍ରାଚୀନ ଲୋକଙ୍କୁ ନେଇ,

1 2 3 4 5 6 7 8 9 10 11 12 13 14 15